First iPhone Customer / ଭାରତରେ ପ୍ରଥମେ କିଏ କିଣିଥିଲା ଆଇଫୋନ ଓ କେବେ ? ଦାମ ଶୁଣି ଆଶ୍ଚର୍ଯ୍ୟ ହେବେ
·1 hour ago·2 min read

Key Points
ଆଇଫୋନକୁ ନେଇ ଏବେ ସବୁଠି କ୍ରେଜ୍
ତେବେ ଭାରତକୁ କେବେ ଆସିଥିଲା ଆଇଫୋନ ?
କେଉଁ ଭାରତୀୟ ପ୍ରଥମେ ଆଇଫୋନ କିଣିଥିଲା ?
ତେବେ ଭାରତକୁ କେବେ ଆସିଥିଲା ଆଇଫୋନ ?
କେଉଁ ଭାରତୀୟ ପ୍ରଥମେ ଆଇଫୋନ କିଣିଥିଲା ?
ନୂଆଦିଲ୍ଲୀ: ଆଇଫୋନକୁ ନେଇ ଏବେ ସାରା ବିଶ୍ଵରେ କ୍ରେଜ୍ ଦେଖିବାକୁ ମିଳିଛି । ବିଶେଷ କରି ଯୁବପିଢିମାନେ ଆଇଫୋନ ଧରିବାକୁ ପସନ୍ଦ କରୁଛନ୍ତି । ଆଇଫୋନକୁ ନେଇ ମଧ୍ୟ ଜଣେ ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ବିଚାର କରାଯାଉଛି । ପ୍ରତିବର୍ଷ ଆଇଫୋନ ନିର୍ମାତା କମ୍ପାନୀ ଆପଲ୍ ନୂଆ ମଡେଲର ଆଇଫୋନ ଲଞ୍ଚ କରୁଥିବାବେଳେ ଏହାକୁ କିଣିବାକୁ ରାତି ଅଧରୁ ଷ୍ଟୋର ଆଗରେ ଲାଗୁଛି ଲମ୍ବା ଲାଇନ୍ । ଭାରତୀୟମାନଙ୍କ ମଧ୍ୟରେ ବି ଆଇଫୋନକୁ ନେଇ କ୍ରେଜ୍ ରହିଛି । ଏପରିକି ସେଲିବ୍ରିଟିଙ୍କଠାରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଇଫୋନ ବ୍ୟବହାର କରୁଛନ୍ତି ।
ଗତକାଲି (ସେପ୍ଟେମ୍ବର ୯) ସାରା ବିଶ୍ଵରେ ଲଞ୍ଚ ହୋଇସାରିଛି ନୂଆ ଆଇଫୋନ ୧୮ ସିରିଜ୍ । ଚଳିତ ବର୍ଷ ଆପଲ୍ ନିଜର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ iPhone Duo ମଧ୍ୟ ଲଞ୍ଚ କରିଛି । ସେପ୍ଟେମ୍ବର ୧୨ ତାରିଖରୁ ଆଇଫୋନର ପ୍ରି-ଅର୍ଡର ଆରମ୍ଭ ହେବାକୁ ଥିବାବେଳେ ସେପ୍ଟେମ୍ବର ୧୮ ତାରିଖରୁ ଏହାର ବିକ୍ରି ଭାରତରେ ଆରମ୍ଭ ହେବ । ତେବେ ଆପଣ ଜାଣନ୍ତି କି ଭାରତରେ ପ୍ରଥମେ କେଉଁ ମଡେଲର ଆଇଫୋନ ଲଞ୍ଚ ହୋଇଥିଲା ଓ କେଉଁ ଭାରତୀୟ ଏହି ଦାମି ଫୋନକୁ କିଣିଥିଲେ ?

- ଭାରତକୁ କେବେ ଲଞ୍ଚ ହୋଇଥିଲା ପ୍ରଥମ ଆଇଫୋନ ?
- ଭାରତରେ କେଉଁଠି ବିକ୍ରି ହୋଇଥିଲା ପ୍ରଥମ ଆଇଫୋନ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆସିଗଲା ନୂଆ ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ; ଦାମ ଏତିକି, କେବେଠୁ ବିକ୍ରି ଆରମ୍ଭ ଜାଣନ୍ତୁ...
- କେବେ ଭାରତ ଆସିଥିଲା ଆଇଫୋନ ?
Related Topics
Explore more stories