WhatsApp Cyber Alert / WhatsApp ୟୁଜରଙ୍କ ଲାଗି ବଡ଼ ଚେତାବନୀ; ଧ୍ୟାନ ଦିଅନ୍ତୁ, ନଚେତ ଫୋନ ସିଧା ହ୍ୟାକ୍
·2 months ago·2 min read

Key Points
ବିପଦରେ କୋଟି କୋଟି ହ୍ଵାଟ୍ସଆପ୍ ୟୁଜର
ପୁଣି ଟାର୍ଗେଟ କରିଛନ୍ତି ସାଇବର ଅପରାଧୀ
ଧ୍ୟାନ ନଦେଲେ ଫୋନ ହୋଇଯିବ ହ୍ୟାକ୍
ପୁଣି ଟାର୍ଗେଟ କରିଛନ୍ତି ସାଇବର ଅପରାଧୀ
ଧ୍ୟାନ ନଦେଲେ ଫୋନ ହୋଇଯିବ ହ୍ୟାକ୍
ହ୍ୱାଟ୍ସଆପ୍ ୱେବ୍ କିମ୍ବା ହ୍ୱାଟ୍ସଆପ୍ ଡେସ୍କଟପ୍ ବ୍ୟବହାର କରୁଥିଲେ ସାବଧାନ । ଜାରି ହେଲା ନୂତନ ସାଇବର ଚେତାବନୀ । ସାଇବର ସୁରକ୍ଷା କମ୍ପାନୀ କାସ୍ପରସ୍କି (Kaspersky) ଏକ ମାଲୱେର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି, ଯେଉଁଥିରେ ଆକ୍ରମଣକାରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ବିପଜ୍ଜନକ ଫାଇଲ୍ ପଠାଇ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଏହି ସାଇବର ଆକ୍ରମଣ କେବଳ ଗୋଟିଏ ଦେଶ ପର୍ଯ୍ୟନ୍ତ ସୀମିତ ନୁହେଁ, ଏହି ଅଭିଯାନ ଅନେକ ଦେଶରେ ସକ୍ରିୟ ଥିବା ଜଣାପଡ଼ିଛି । ମାଲେସିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି ।
- ଏମିତି ଫୋନକୁ ଆସୁଛି ମେସେଜ୍
- ଏହି ନାଁରେ ପଠାଯାଉଛି ଫାଇଲ୍
- କେଉଁ ଦେଶରେ ସବୁଠାରୁ ଅଧିକ ମାମଲା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: Ola ଓ Revoltକୁ ଦେବ ଟକ୍କର; ଥରେ ଚାର୍ଜ କଲେ ୨୫୦KM ଯିବ ଏହି ଇ-ବାଇକ୍
- ଫାଇଲ୍ ଖୋଲିବା ପରେ କ'ଣ ହୁଏ?
- ଏହି ଫାଇଲ୍ ଏକ୍ସଟେନ୍ସନଠୁ ସତର୍କ ରୁହନ୍ତୁ
Related Topics
Explore more stories