Train Cancelled / ଅନେକ ଟ୍ରେନ୍ ବାତିଲ୍ କଲା IRCTC; ଯାତ୍ରା କରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍
·1 hour ago·2 min read

Key Points
ଟ୍ରେନ ଯାତ୍ରା କରୁଥିଲେ ଜାଣିନିଅନ୍ତୁ
ଜୁନ ୧୯ରେ ଅନେଟ ଟ୍ରେନ୍ ବାତିଲ
ଯାତ୍ରା କରିବା ପୂର୍ବରୁ ଅପଡେଟ୍ ଜାଣନ୍ତୁ
ଜୁନ ୧୯ରେ ଅନେଟ ଟ୍ରେନ୍ ବାତିଲ
ଯାତ୍ରା କରିବା ପୂର୍ବରୁ ଅପଡେଟ୍ ଜାଣନ୍ତୁ
ଲୋକମାନେ ପ୍ରାୟତଃ ଦୂର ଯାତ୍ରା ପାଇଁ ଟ୍ରେନ୍ ଯାତ୍ରା କରିବାକୁ ପସନ୍ଦ କରନ୍ତି, କାରଣ ସ୍ଵଳ୍ପ ଖର୍ଚ୍ଚରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରନ୍ତି ଯାତ୍ରୀ ଏବଂ ଯାତ୍ରା ସମୟରେ ଏକ ଅନନ୍ୟ ଅଭିଜ୍ଞତା ମିଳିଥାଏ । ହେଲେ ଥରେ ଭାବନ୍ତୁ ଯେ ଆପଣଙ୍କ ଏକ ସ୍ଥାନକୁ ଯିବା ଲାଗି ଟ୍ରେନ୍ ଟିକଟ କରିଛନ୍ତି ଏବଂ ଘରୁ ରେଲୱେ ଷ୍ଟେସନକୁ ଯିବା ପରେ ଆପଣ ଜାଣିବାକୁ ପାଆନ୍ତି ଯେ ଏହା କୌଣସି କାରଣରୁ ବାତିଲ୍ ହୋଇଛି । ତେବେ ଏହା ବହୁତ ଅସୁବିଧାର କାରଣ ହୋଇପାରେ ।
ଯଦି ଆପଣ ଜୁନ ୧୯ ତାରିଖରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଜାଣନ୍ତୁ ଯେ ମୁଜାଫରନଗର-ଦେଓବନ୍ଦ ସେକ୍ସନରେ ରେଳ ଟ୍ରାକ୍ ଏବଂ ସେତୁକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ମରାମତି କାର୍ଯ୍ୟ କରାଯାଉଛି । ଫଳରେ ଏହି ରୁଟ୍ ଦେଇ ଯାଉଥିବା ଅନେକ ଟ୍ରେନକୁ ଅନ୍ୟ ରୁଟକୁ ସ୍ଥାନାନ୍ତରିତ କରାଯାଉଛି,ଏପରିକି କିଛି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ଯଦି ଆପଣ ଜୁନ ୧୯ରେ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ।
ହରିଦ୍ୱାର-ଦିଲ୍ଲୀ
ହରିଦ୍ୱାର-ବାନ୍ଦ୍ରା
ହରିଦ୍ୱାର-ଏଲଟିଟି
ଚଣ୍ଡିଗଡ଼-ମଦୁରାଇ
ଋଷିକେଶ-ସାବରମତୀ
ଏହି ଆଠଟି ଟ୍ରେନକୁ ବିକଳ୍ପ ରୁଟ୍ ଦେଇ ଗତି କରିବ । ତଥାପି, ମନେରଖନ୍ତୁ ଯେ ରୁଟ୍ ପରିବର୍ତ୍ତନ ଯୋଗୁଁ ଟ୍ରେନ ସମୟସୂଚୀ ପରିବର୍ତ୍ତନ ହୋଇପାରେ । ତେଣୁ ଷ୍ଟେସନକୁ ଯିବା ପୂର୍ବରୁ ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ ।
ପଢନ୍ତୁ ଏହି ଖବର: ଗଡ଼ିବ ହାଇଡ୍ରୋଜେନ ଟ୍ରେନ,ଏହା କେବେ ଏବଂ କେଉଁଠି ଚାଲିବ?
ଏଣୁ ସବୁବେଳେ ଘରୁ ବାହାରିବା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କ ଟ୍ରେନର ସର୍ବଶେଷ ବା ଲାଟେଷ୍ଟ ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପରାମର୍ଶ ଦେଉଛି । କୌଣସି ସମସ୍ୟା ଏଡ଼ାଇବା ପାଇଁ ଆପଣ ରେଳବାଇ ହେଲ୍ପଲାଇନ୍ ନମ୍ବରରେ କଲ୍ କରି ଏହା କରିପାରିବେ । ବେଳେବେଳେ ଟ୍ରେନ ସ୍ଵାଭାବିକ ସମୟଠାରୁ ବିଳମ୍ବ ରହିଥାଏ, ଏଣୁ ଘରୁ ବାହାରିବା ପୂର୍ବରୁ ଟ୍ରେନର କରେଣ୍ଟ ଷ୍ଟାଟସ୍ ଯାଞ୍ଚ କଲେ ଆପଣଙ୍କ ବହୁ ମୂଲ୍ୟ ସମୟ ବଞ୍ଚିପାରିବ ।

- ଏହି ଟ୍ରେନଗୁଡ଼ିକ ଅନ୍ୟ ରୁଟରେ ଚାଲିବ
ହରିଦ୍ୱାର-ଦିଲ୍ଲୀ
ହରିଦ୍ୱାର-ବାନ୍ଦ୍ରା
ହରିଦ୍ୱାର-ଏଲଟିଟି
ଚଣ୍ଡିଗଡ଼-ମଦୁରାଇ
ଋଷିକେଶ-ସାବରମତୀ
ଏହି ଆଠଟି ଟ୍ରେନକୁ ବିକଳ୍ପ ରୁଟ୍ ଦେଇ ଗତି କରିବ । ତଥାପି, ମନେରଖନ୍ତୁ ଯେ ରୁଟ୍ ପରିବର୍ତ୍ତନ ଯୋଗୁଁ ଟ୍ରେନ ସମୟସୂଚୀ ପରିବର୍ତ୍ତନ ହୋଇପାରେ । ତେଣୁ ଷ୍ଟେସନକୁ ଯିବା ପୂର୍ବରୁ ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ ।
- କେଉଁ ଟ୍ରେନ୍ ବାତିଲ ରହିବ ?
ପଢନ୍ତୁ ଏହି ଖବର: ଗଡ଼ିବ ହାଇଡ୍ରୋଜେନ ଟ୍ରେନ,ଏହା କେବେ ଏବଂ କେଉଁଠି ଚାଲିବ?
ଏଣୁ ସବୁବେଳେ ଘରୁ ବାହାରିବା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କ ଟ୍ରେନର ସର୍ବଶେଷ ବା ଲାଟେଷ୍ଟ ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପରାମର୍ଶ ଦେଉଛି । କୌଣସି ସମସ୍ୟା ଏଡ଼ାଇବା ପାଇଁ ଆପଣ ରେଳବାଇ ହେଲ୍ପଲାଇନ୍ ନମ୍ବରରେ କଲ୍ କରି ଏହା କରିପାରିବେ । ବେଳେବେଳେ ଟ୍ରେନ ସ୍ଵାଭାବିକ ସମୟଠାରୁ ବିଳମ୍ବ ରହିଥାଏ, ଏଣୁ ଘରୁ ବାହାରିବା ପୂର୍ବରୁ ଟ୍ରେନର କରେଣ୍ଟ ଷ୍ଟାଟସ୍ ଯାଞ୍ଚ କଲେ ଆପଣଙ୍କ ବହୁ ମୂଲ୍ୟ ସମୟ ବଞ୍ଚିପାରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories