Free AC Ticket In Train / IRCTC ଦେଉଛି ଟ୍ରେନରେ ମାଗଣା ଯାତ୍ରାର ସୁବିଧା; ଏମାନେ ବଞ୍ଚାଇପାରିବେ ହଜାର ହଜାର ଟଙ୍କା
·4 months ago·2 min read

Key Points
ଭାରତୀୟ ରେଲୱେ ଦେଉଛି ମାଗଣା ଯାତ୍ରାର ସୁବିଧା
ଏହି ଯାତ୍ରୀ ବଞ୍ଚାଇପାରିବେ ନିଜର କଷ୍ଟ ଅର୍ଜିତ ଧନ
ଏହି ଯାତ୍ରୀ ବଞ୍ଚାଇପାରିବେ ନିଜର କଷ୍ଟ ଅର୍ଜିତ ଧନ
ଯାତ୍ରୀମାନଙ୍କୁ ସର୍ବଦା ସର୍ବୋତ୍କୃଷ୍ଟ ଯାତ୍ରା ଅନୁଭବ ଦେବା ଲାଗି ଭାରତୀୟ ରେଳବାଇ ପ୍ରତିଶ୍ରୁତିବଦ୍ଧ । ଦୂର ଯାତ୍ରା ସମୟରେ କିପରି ଯାତ୍ରୀମାନେ ନିଜ ଯାତ୍ରାକୁ ସ୍ମରଣୀୟ କରିପାରିବେ ଓ ଘର ଅନୁଭବ ପାଇବେ, ସେଥିଲାଗି ରେଳବାଇ ନିରନ୍ତର କାର୍ଯ୍ୟ କରୁଛି । ଯାତ୍ରା ବେଳେ ବି ଯାତ୍ରୀଙ୍କୁ ଆଧୁନିକ ଅନୁଭବ ଦେବା ଲାଗି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏବେ ଭାରତୀୟ ରେଳବାଇ ଏହି ସୁବିଧାକୁ ଆଉ ଏକ ସ୍ତରକୁ ନେଇ କିଛି ନିର୍ଦ୍ଦିଷ୍ଟ ଯାତ୍ରୀଙ୍କ ପାଇଁ ଜୀବନ ସାରା ଏସି ଟିକେଟକୁ ମାଗଣା କରିଛି । ଅର୍ଥାତ ଏହି ଯାତ୍ରୀମାନେ ଯେତେବେଳେ ଟ୍ରେନରେ ଯାତ୍ରା କରିବେ ତାଙ୍କୁ ଦ୍ଵିତୀୟ ଶ୍ରେଣୀର ଏସି ଟିକେଟ୍ ମିଳିବ ।
ଦେଶ ପାଇଁ ନିଜ ଜୀବନକୁ ଅହରହ ବାଜି ଲଗାଉଥିବା ଦେଶର ବୀର ଯବାନଙ୍କ ଲାଗି ରେଳବାଇ ଏପରି ସୁବିଧା ଆଣିଛି । କେନ୍ଦ୍ର ସରକାର ବୀରତା ସମ୍ମାନର ବିଜେତାମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ଦେବା ଲାଗି ରେଳ ଯାତ୍ରା ସହିତ ଜଡ଼ିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଅନୁସାରେ ସେନା, ନୌସେନା ଓ ବାୟୁସେନାର ଗାଲାଣ୍ଟ୍ରି ଆୱାର୍ଡ ପାଇଥିବା ଯବାନଙ୍କ ଲାଗି 2ACରେ ଆଜୀବନ ମାଗଣା ଯାତ୍ରା ସୁବିଧା ଦିଆଯାଉଛି । ଆସନ୍ତୁ ଜାଣିବା କେଉଁ କେଉଁ ଯବାନଙ୍କୁ ମିଳିବ ଏହି ସୁବିଧା ।
- ସେନା, ନୌସେନା ଓ ବାୟୁସେନା ବୀରତା ପଦକ ବିଜେତା ଓ ତାଙ୍କ ପରିବାର
- ଶହୀଦ ବିଜେତାଙ୍କ ଜୀବନସାଥୀ
- ଅବିବାହିତ ମରଣୋତ୍ତର ପୁରସ୍କାର ପାଇଥିବା ସୈନିକଙ୍କ ପିତାମାତା

- ଏହି ଟିକେଟ୍ ମିଳିବ ମାଗଣା
- କେଉଁ ଯାତ୍ରୀଙ୍କୁ ମିଳିବ ଏପରି ସୁବିଧା ?
- ସେନା, ନୌସେନା ଓ ବାୟୁସେନା ବୀରତା ପଦକ ବିଜେତା ଓ ତାଙ୍କ ପରିବାର
- ଶହୀଦ ବିଜେତାଙ୍କ ଜୀବନସାଥୀ
- ଅବିବାହିତ ମରଣୋତ୍ତର ପୁରସ୍କାର ପାଇଥିବା ସୈନିକଙ୍କ ପିତାମାତା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଖବର ପଢନ୍ତୁ...
Related Topics
Explore more stories