Viral Love Story / ୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍ ୩ ଛୁଆଙ୍କ ମାଆ; ଖବରକୁ ନେଇ ସବୁଠି ଚର୍ଚ୍ଚା
·1 hour ago·2 min read

Key Points
ପ୍ରେମ ପାଇଁ ୩ ଛୁଆ ଓ ସ୍ଵାମୀଙ୍କୁ ଭୁଲିଗଲେ ମହିଳା
୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍
୮୦୦କିମି ଯାତ୍ରା କରି ପ୍ରେମିକ ପାଖରେ ପହଞ୍ଚିଲେ
୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍
୮୦୦କିମି ଯାତ୍ରା କରି ପ୍ରେମିକ ପାଖରେ ପହଞ୍ଚିଲେ
ଫଲୋ, ଲାଇକ୍ ଓ ପରେ DMରୁ ଆରମ୍ଭ ହୋଇଥିବା ବନ୍ଧୁତା ଶେଷରେ ପ୍ରେମ ସମ୍ପର୍କରେ ପରିଣତ ହୋଇଛି । ୨୦ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ୩ ଛୁଆଙ୍କ ମାଆ ହୋଇସାରିଥିବା ମହିଳା । ପରିସ୍ଥିତି ଏମିତି ଆସିଛି ଯେ ମହିଳା ଜଣକ ନିଜ କୁନିକୁନି ପିଲା ଓ ସ୍ଵାମୀଙ୍କୁ ଛାଡ଼ି ପ୍ରେମିକ ପାଖରେ ପହଞ୍ଚିବାକୁ ୮୦୦କିମି ଯାତ୍ରା କରିଛନ୍ତି । ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବାସ୍ତବରେ ଏମିତି ଘଟିଛି ଯାହାକୁ ନେଇ ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଚାରିଆଡ଼େ ଚର୍ଚ୍ଚା ହେଉଛି ।
ଏପରି ଏକ ଘଟଣା ଉତ୍ତର ପ୍ରଦେଶ ଲଖିମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଘଟଣା ଜଣେ ସାଧାରଣ ବ୍ଯକ୍ତିକୁ ଆଶ୍ଚର୍ଯ୍ୟ କରିଦେଇଛି । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଏହି ବନ୍ଧୁତା । ପରେ ୩୮ ବର୍ଷୀୟ ମହିଳା ନିଜ ସ୍ଵାମୀ ଓ ୩ ପିଲାଙ୍କୁ ଛାଡ଼ି ୮୫୦ କିମି ଯାତ୍ରା କରି ବିହାରର ୧୮ ବର୍ଷୀୟ ପ୍ରେମିକ ନିକଟରେ ପହଞ୍ଚିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେତେବେଳେ ମହିଳାଙ୍କ ସ୍ଵାମୀ ୩ ଛୁଆଙ୍କୁ ନେଇ ତାଙ୍କ ନିକଟରେ ପହଞ୍ଚିଛନ୍ତି ଓ ପିଲାମାନେ ଘରକୁ ଫେରିଯିବା ଲାଗି ମା'କୁ କୁଣ୍ଢାଇ କାନ୍ଦୁଛନ୍ତି ସେତେବେଳେ ବି ମହିଳା ଜଣକ ପ୍ରେମିକକୁ ଛାଡ଼ିବାକୁ ନାରାଜ ।
ପଢନ୍ତୁ ଏହି ଖବର: କାମରେ ଯାଉଥିଲେ ଏୟାର ହୋଷ୍ଟେସ; ରାସ୍ତାରେ ଗାଡ଼ି ରଖି ଦୁଷ୍କର୍ମ କଲା କ୍ୟାବ୍ ଡ୍ରାଇଭର

- ପୂରା ଘଟଣା କିଛି ଏମିତି
- ହଠାତ୍ ଘର ଛାଡ଼ିଥିଲେ ସୁମନ
ପଢନ୍ତୁ ଏହି ଖବର: କାମରେ ଯାଉଥିଲେ ଏୟାର ହୋଷ୍ଟେସ; ରାସ୍ତାରେ ଗାଡ଼ି ରଖି ଦୁଷ୍କର୍ମ କଲା କ୍ୟାବ୍ ଡ୍ରାଇଭର
- ଘରକୁ ଫେରିବାକୁ ନାରାଜ ସୁମନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories