Viral Child Video / ଗ୍ରାଜୁଏସନ ଯାଏଁ ପାଠ ପଢାଇବ Honda ଡିଲର୍; କୁନିପୁଅର ସ୍ଵାଗ୍ ବଦଳାଇଲା ଭାଗ୍ୟ
·1 hour ago·2 min read

Key Points
ମହାରାଷ୍ଟ୍ରର କୁନିପୁଅର ସ୍ଵାଗ୍କୁ ନେଇ ଚର୍ଚ୍ଚା
ସୋସିଆଲ ମିଡିଆରେ ବଢିଚାଲିଛି ଲୋକପ୍ରିୟତା
ଭିଡିଓରେ ୧୩୭ ମିଲିୟନ ଭ୍ୟୁଜ୍
ଏବେ ପଢାଖର୍ଚ୍ଚ ବହନ କରିବ ହୋଣ୍ଡା ଡିଲର୍
ସୋସିଆଲ ମିଡିଆରେ ବଢିଚାଲିଛି ଲୋକପ୍ରିୟତା
ଭିଡିଓରେ ୧୩୭ ମିଲିୟନ ଭ୍ୟୁଜ୍
ଏବେ ପଢାଖର୍ଚ୍ଚ ବହନ କରିବ ହୋଣ୍ଡା ଡିଲର୍
ମୁମ୍ବାଇ: ନୂଆ ସ୍କୁଟି କିଣୁଥିବା ଭିଡିଓରେ ୧୩୭ ମିଲିୟନ ଭ୍ୟୁଜ୍ ଆସିବା ପରେ ଚମକି ଉଠିଛି କୁନିପୁଅର ଭାଗ୍ୟ । ୨ବର୍ଷର ରୁଦ୍ରାଂଶ ସିଂହ ଠାକୁର ଏବେ ସାରା ଦେଶରେ ଲୋକପ୍ରିୟତା ସାଉଣ୍ଟିଛି । ରୁଦ୍ରାଂଶ ସ୍ଵାଗ୍ ଅନେକ ଲୋକଙ୍କୁ ପସନ୍ଦ ଆସିଛି ଓ ସମସ୍ତେ ତାର ପ୍ରଶଂସା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏବେ ହୋଣ୍ଡା ଡିଲର୍ କୁନିପୁଅର ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠପଢା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି ।
ୟଶ ଆଗକୁ କହିଛନ୍ତି, "ଏହା କେବଳ ଏକ ଉପହାର ନୁହେଁ, ବରଂ ଜଣେ ପିଲାର ସ୍ଵପ୍ନ, ତାର ଭବିଷ୍ୟତ ଓ ସଫଳତାରେ କରାଯାଇଥିବା ପୁଞ୍ଜି ନିବେଶ । ଦିଲ୍ଲୀପ ବୋବାଡେ ପାଟିଲ ଓ ସାଇ ପଏଣ୍ଟ ହୋଣ୍ଡାର ସଲାମ, ଯିଏକି ପ୍ରମାଣ କରିଛନ୍ତି ଯେ ସବୁଠୁ ବଡ଼ ଗିଫ୍ଟ ଏହା ନୁହେଁ ଯେ ଯାହା ଆପଣଙ୍କ ନିକଟରେ ଅଛି, ବରଂ ଏହା ଯାହା କାହାର ଭାଗ୍ୟ ବଦଳାଇ ଦେଇପାରେ ।"
ପଢନ୍ତୁ ଏହି ଖବର: ସହର ଛାଡ଼ି ହିମାଚଳ ପ୍ରଦେଶର ଗାଁକୁ ଯାଇଥିଲେ; ମନେ ପଡ଼ିଲା ସିଟିର କୋଳାହଳ, ବ୍ୟାଗ୍ ପ୍ୟାକ୍ କରି ପୁଣି ଫେରିଲେ
- KG-1ରୁ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢାଖର୍ଚ୍ଚ

- ପ୍ରତିକ୍ରିୟା ରଖିଲେ ରୁଦ୍ରାଂଶର ମାଆ
- ରୁଦ୍ରାଂଶ ସ୍ଵାଗ୍କୁ ଭୁରି ଭୁରି ପ୍ରଶଂସା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories