Viral Story / ସହର ଛାଡ଼ି ହିମାଚଳ ପ୍ରଦେଶର ଗାଁକୁ ଯାଇଥିଲେ; ମନେ ପଡ଼ିଲା ସିଟିର କୋଳାହଳ, ବ୍ୟାଗ୍ ପ୍ୟାକ୍ କରି ପୁଣି ଫେରିଲେ
·2 hours ago·2 min read

Key Points
କୋଳାହଳ ଜୀବନରୁ ଦୂରେଇ ଗାଁକୁ ଯାଇଥିଲେ
ମନେ ପଡ଼ିଲା ସହରର କୋଳାହଳ
ବ୍ୟାଗ ବସ୍ତାନି ଧରି ସହର ଫେରିଲେ
ମନେ ପଡ଼ିଲା ସହରର କୋଳାହଳ
ବ୍ୟାଗ ବସ୍ତାନି ଧରି ସହର ଫେରିଲେ
ଗୁରୁଗ୍ରାମ: ସହରର ବ୍ୟସ୍ତବହୁଳ ଜୀବନ, ଟ୍ରାଫିକ୍ ଓ ପ୍ରଦୂଷଣ ପାଇଁ ଗାଁକୁ ଚାଲିଯାଇଥିଲେ । ହେଲେ କିଛି ଦିନ ନ ବିତୁଣୁ ମନେ ପଡ଼ିଲା ସହରର କୋଳାହଳ । ଏହାପରେ ସିଧା ବ୍ୟାଗ୍ ବସ୍ତାନି ଧରି ସହରକୁ ଫେରିଲେ । ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଦିବ୍ୟା ଭଟ୍ଟ ଓ ତାଙ୍କ ସ୍ଵାମୀଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଗାଁରେ କିଛି ଦିନ ରହିବା ପରେ ପୁଣିଥରେ କିପରି ସହରକୁ ଝୁରିଛନ୍ତି ଓ ସହରମୁହାଁ ହୋଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କଣ୍ଟେଣ୍ଟ କ୍ରିଏଟର ଦିବ୍ୟା ଭଟ୍ଟ ଓ ସ୍ଵାମୀ ସୌରଭ ଯାଦବ ସହରୀ ଜୀବନୀରୁ ବିରକ୍ତ ହୋଇ ହିମାଚଳ ପ୍ରଦେଶରେ ମନାଲି ନିକଟ ପାହାଡ଼ି ଗଜାନ ଗାଁକୁ ଚାଲିଯାଇଥିଲେ । ସେଠାରେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଗତ କିଛି ବର୍ଷ ଧରି ସେଠାରେ ସେ ହୋମଷ୍ଟେ ଚଲାଉଥିଲେ । ଏହାସହିତ ୱାର୍କ ଫ୍ରମ୍ ହୋମ୍ ଏବଂ ପାହାଡି ଜୀବନ ସମ୍ପର୍କରେ ଭିଡିଓ କରି ଏହାର ଚାଲିଚଳନ ସମ୍ପର୍କରେ ଲୋକଙ୍କୁ କହୁଥିଲେ । ନିକଟରେ ଦିବ୍ୟା ଏକ ଭିଡିଓ ପୋଷ୍ଟ କରିଥିଲେ ଓ ସେ ସହରୀ ଜୀବନକୁ ମନେ ପକାଉଥିବା ସ୍ଵୀକାର କରିଥିଲେ ।
ପଢନ୍ତୁ ଏହି ଖବର: ସାପଘେରା ଜଙ୍ଗଲରେ ୬ଦିନ; ଚିପ୍ସ ଖାଇ ବଞ୍ଚିଲେ ୧୭ବର୍ଷର ନାବାଳକ

- ଫେରିଆସିଲେ ଚଣ୍ଡିଗଡ଼
ପଢନ୍ତୁ ଏହି ଖବର: ସାପଘେରା ଜଙ୍ଗଲରେ ୬ଦିନ; ଚିପ୍ସ ଖାଇ ବଞ୍ଚିଲେ ୧୭ବର୍ଷର ନାବାଳକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
Related Topics
Explore more stories