Six Days In Forest / ସାପଘେରା ଜଙ୍ଗଲରେ ୬ଦିନ; ଚିପ୍ସ ଖାଇ ବଞ୍ଚିଲେ ୧୭ବର୍ଷର ନାବାଳକ
·26 mins ago·2 min read

Key Points
ଅଷ୍ଟ୍ରେଲିଆର ଘଞ୍ଚ ଜଙ୍ଗଲରେ ୬ଦିନ
ବିପଦପୂର୍ଣ୍ଣ ଅବସ୍ଥାରେ ବିତାଇଲେ
ଚିପ୍ସ ଖାଇ ବଞ୍ଚିଲା ନାବାଳକର ଜୀବନ
କେମିତି ଉଦ୍ଧାର ହେଲେ ଜାଣନ୍ତୁ..
ବିପଦପୂର୍ଣ୍ଣ ଅବସ୍ଥାରେ ବିତାଇଲେ
ଚିପ୍ସ ଖାଇ ବଞ୍ଚିଲା ନାବାଳକର ଜୀବନ
କେମିତି ଉଦ୍ଧାର ହେଲେ ଜାଣନ୍ତୁ..
କ୍ୟାନବେରା (ଅଷ୍ଟ୍ରେଲିଆ): ସୋସିଆଲ ମିଡିଆରେ ଏବେ ଜଣେ ଅଷ୍ଟ୍ରେଲିଆର ଯୁବକଙ୍କ ରେସ୍କ୍ୟୁ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ୧୭ ବର୍ଷୀୟ ୱିଲିୟମ ୬ଦିନ ପର୍ଯ୍ୟନ୍ତ ଭୋକଉପାସରେ ଘଞ୍ଚ ଜଙ୍ଗଲ ମଧ୍ୟରେ ବିତାଇଛନ୍ତି । ବିଷଧର ସାପ ଥିବା ଜଙ୍ଗଲରେ ସେ ଦୀର୍ଘ ୬ଦିନ ବିତାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ସେ କେବଳ ଗୋଟିଏ ଆଳୁ ଚିପ୍ସ ଖାଇ ଏତେ ଦିନ ଜୀବିତ ରହିଛନ୍ତି । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଭାଇରାଲ୍ ହେଉଥିବା ଭିଡିଓରେ ହେଲିକପ୍ଟର ୱିଲିୟମଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ନାବାଳକ ଜଣକ ହେଲିକପ୍ଟରକୁ ଦେଖିଥିଲେ, ସେ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ । କାରଣ ଦୀର୍ଘ ୬ଦିନ ପରେ ତାଙ୍କର ବଞ୍ଚିବା ଆଶା ଉଜ୍ଜ୍ଵଳିତ ହୋଇଥିଲା । ସେ ପାଦେ ପାଦେ ବିପଦଭରା ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନୂଆ ଜୀବନ ପାଇଥିଲେ।
ପଢନ୍ତୁ ଏହି ଖବର: ଭଲ ମାର୍କ ରଖିଲେ ବୋଲି ୧୫ ବର୍ଷୀୟ ପୁଅକୁ ୨.୩୦ କୋଟିର BMW ଗିଫ୍ଟ କଲେ ବାପା… ଗାଁରେ ଚର୍ଚ୍ଚା

After 6 days missing boy William has been located by Victoria Police safe and well and he's currently in hospital for monitoring. https://t.co/usCXoP6Fif
— Peak Hour Images (@PeakHourImages) November 12, 2026
- କେମିତି ଜଙ୍ଗଲରେ ଫସିଲେ ୱିଲିୟମ ?
ପଢନ୍ତୁ ଏହି ଖବର: ଭଲ ମାର୍କ ରଖିଲେ ବୋଲି ୧୫ ବର୍ଷୀୟ ପୁଅକୁ ୨.୩୦ କୋଟିର BMW ଗିଫ୍ଟ କଲେ ବାପା… ଗାଁରେ ଚର୍ଚ୍ଚା
- ବିଷଧର ସାପଙ୍କ ଥିଲା ଘର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories