Massive crocodile viral news UP / ନଦୀରୁ ଆସି ଘରେ ପଶିଗଲା ୮ ଫୁଟ୍ ଲମ୍ବା କୁମ୍ଭୀର; ତାଜୁବ ହୋଇଗଲେ ଗ୍ରାମବାସୀ
·49 mins ago·2 min read

Key Points
ଏକ ଘରେ ଏକ ବିରାଟ କୁମ୍ଭୀର ପଶି ଆସିଥିଲା। ଏହାକୁ ଅଗଣାରେ ବିସ୍ତାରିତ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଏହାକୁ କାବୁ କରିବାକୁ ପ୍ରାୟ ତିନି ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା।
ନଦୀରୁ ଆସି ସିଧାସଳଖ ଘରେ ପଶିଯାଇଛି ୮ ଫୁଟିଆ କୁମ୍ଭୀର। ଏହି ଘଟଣା ଦେଖିବା ପରେ ତାଜୁବ ହୋଇ ଯାଇଛନ୍ତି ଗ୍ରାମବାସୀ। ସଦ୍ୟ ଉତ୍ତର ପ୍ରଦେଶର ଶାହଜହାଁପୁର ଜିଲ୍ଲାର ଅହିଆପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ଘଟିଛି। ଯେଉଁଠି ବନ୍ୟା ଯୋଗୁଁ ଫୁଲି ଉଠିଥିବା ନଦୀରୁ ବାହାରି ଆସି ଜନବସତି ଅଞ୍ଚଳରେ ପହଞ୍ଚିଛି।
ବର୍ଷା ଋତୁରେ, ଅନେକ ସମୟ ଯେତେବେଳେ ନଦୀ ଫୁଲିଯାଏ, ସେତେବେଳେ ପ୍ରାୟତଃ ଅନେକ ଜଳଚର ପ୍ରାଣୀ ଜଳଭାଗରୁ ସ୍ଥଳଭାଗରେ ପ୍ରବେଶ କରିଥାନ୍ତି। ଗତକାଲି ଅହିଆପୁର ଗ୍ରାମରେ ଏକ ୮ ଫୁଟ ଲମ୍ବା ବିଶାଳ କୁମ୍ଭୀର ଏକ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶାଳକାୟ କୁମ୍ଭୀରକୁ ଦେଖିବା ମାତ୍ରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଉଠିଥିଲେ।
ନଦୀରୁ ଆସି ଘରେ ପଶିଗଲା ୮ ଫୁଟ ଲମ୍ବା କୁମ୍ଭୀର
ବିଳମ୍ବିତ ରାତିରେ ଗ୍ରାମବାସୀ ରାମପାଲଙ୍କ ଘର ଅଗଣାରେ ଏହି ବିଶାଳକାୟ କୁମ୍ଭୀରକୁ ଦେଖି ତାଙ୍କ ପରିବାର ଲୋକ ଭୟଭୀତ ହୋଇ ଉଠିଥିଲା। ସମାନେ ଏହାକୁ ଦେଖି ଭୟଭୀତ ହୋଇଉଠିବା ଚିତ୍କାର କରିବାରେ ଲାଗିଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ଘଟଣାସ୍ଥଳରେ ବିଶାଳକାୟ କୁମ୍ଭୀରକୁ ଦେଖି ଗ୍ରାମବାସୀ ମଧ୍ୟ କମ୍ପିବାରେ ଲାଗିଥିଲେ।
ଏହା ସହ ପଡନ୍ତୁ: କାରର ଇଞ୍ଜିନ ଭିତରେ ଥିଲା ୭ ଫୁଟ ଲମ୍ବା ଅଜଗର; ବନେଟ୍ ଖୋଲିଲା ମାତ୍ରେ ହଠାତ୍ ଆସିଲା ନଜର
ଘରେ ଲାଗି ରହିଲା ଗ୍ରାମବାସୀଙ୍କ ଭିଡ଼; ଅନ୍ଧାର ରାତିରେ ଟର୍ଚ୍ଚଲାଇଟ୍ ସହାୟତାରେ କୁମ୍ଭୀର ଉପରେ ରହିଲା ନଜର
ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଥିଲା। ଘର ଭିତରେ କୁମ୍ଭୀରକୁ ଦେଖି ଘର ଲୋକ ଭୟଭୀତ ହୋଇ ଉଠିଥିଲେ। କୋଳାହଳ ଶୁଣି ଗାଁ ଲୋକ ଘର ପାଖକୁ ଧାଇଁ ଆସିଥିଲେ। ହେଲେ ସୌଭାଗ୍ୟବଶତଃ, ଏହି ବିଶାଳକାୟ କୁମ୍ଭୀର କାହାକୁ ଆକ୍ରମଣ କରିନଥିଲା। ଘଟଣା ସମ୍ପର୍କରେ ପୋଲିସ ଏବଂ ବନ ବିଭାଗକୁ ଖବର ଦିଆଯାଇଥିଲା। ସେହି ୮ ଫୁଟ୍ ଲମ୍ବା ବିଶାଳକାୟ କୁମ୍ଭୀରକୁ ଧରିବା ପାଇଁ ପ୍ରାୟ ୩ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡିଥିଲା। କୁମ୍ଭୀର ମୁହଁରେ ଏକ କପଡା ଏହାକୁ କାବୁ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦଉଡ଼ିରେ ବାନ୍ଧି କୁମ୍ଭୀରକୁ କରାଗଲା କାବୁ
ପ୍ରାୟ ୮ ଫୁଟ୍ ଲମ୍ବା ଏହି ବିଶାଳକାୟ କୁମ୍ଭୀର ରାତି ସାରା ଘର ଭିତରେ ରହିଥିଲା। ଅନ୍ଧାର ହେତୁ, ଗ୍ରାମବାସୀ ଟର୍ଚ୍ଚଲାଇଟ୍ ସହୟତାରେ କୁମ୍ଭୀର ଉପରେ ନଜର ରଖିଥିଲେ। ଏହି ସମୟରେ, ବନ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବନ ବିଭାଗ ଦଳ ଦଉଡ଼ିରେ ବାନ୍ଧିବା ପରେ କୁମ୍ଭୀରକୁ କାବୁ କରିବା ସହ ଏହାକୁ ସୁରକ୍ଷିତ ଭାବରେ ନିକଟସ୍ଥ ରାତା ନିକଟସ୍ଥ ଗରା ନଦୀରେ ଛାଡି ଦେଇଥିଲେ। କୁମ୍ଭୀର ଧରାପଡ଼ିବା ପରେ ଯାଇ ଗ୍ରାମବାସୀ ଶାନ୍ତିରେ ନିଶ୍ୱାସ ମାରିଥିଲେ।

Related Topics
Explore more stories