China Bride Market / ଦରମା ୬୦ଲକ୍ଷ, ମିଳୁନି ବର; ବ୍ରାଇଡ୍ ମାର୍କେଟରେ କାନ୍ଦିଲେ, କହିଲେ 'ମୁଁ କୋଉ ଗୁଣରେ କମ'...
·1 hour ago·2 min read

Key Points
ବର୍ଷକୁ କମାଉଛନ୍ତି ୬୦ ଲକ୍ଷ ଟଙ୍କା
ହେଲେ ଏଯାଏଁ ମିଳୁନି ମନର ମଣିଷ
ହାତ ଧାରି ସାଥୀରେ ଚାଲିବାକୁ କେହିନାହିଁ
ହେଲେ ଏଯାଏଁ ମିଳୁନି ମନର ମଣିଷ
ହାତ ଧାରି ସାଥୀରେ ଚାଲିବାକୁ କେହିନାହିଁ
ବେଜିଂ: ପାଖରେ ଲକ୍ଷ ଲକ୍ଷ ଟଙ୍କା । ନିଜେ ସ୍ଵାବଲମ୍ଵୀ, ସଫଳ । ନାହିଁ କୌଣସି ଆର୍ଥିକ ଅଭାବ । ହେଲେ ସବୁକିଛି ଯେମିତି ବୃଥା ପାଲଟିଛି । ମନର କଥା ବାଣ୍ଟିବାକୁ ମିଳୁନି ମନର ମଣିଷ । ରୋଜଗାରକୁ ବ୍ୟୟ କରିବାର ମିଳୁନି ରାହା । ସତେ ଯେମିତି ସଫଳ ହୋଇ ବି ଅସଫଳ । ଉତ୍ତମ, ବିଳାସପୂର୍ଣ୍ଣ ଜୀବନଟିଏ ଜିଇଁବା ପାଇଁ ଯୌବନ ବୟସରେ ସଫଳ କ୍ୟାରିଅରର ସ୍ଵପ୍ନ ଦେଖିଥିଲେ । ଭାବିଥିଲେ କ୍ୟାରିଅରକୁ ଗଢି ନିଜ ସପନର ଘରଟିଏ ବସାଇବେ । ସେଠି ସ୍ଵାମୀ ଥିବେ, କୁନି ଛୁଆଟିଏ ଥିବ । କିନ୍ତୁ ସବୁକିଛି ପାଣି ଫୋଟକା ପରି ମିଳେଇଯାଇଛି । ବ୍ରାଇଡ୍ ମାର୍କେଟରେ ଅଚାନକ ଖୁବ ଜୋରରେ କାନ୍ଦିବାକୁ ଲାଗିଛନ୍ତି ଯୁବତୀ ।
ଆଜିକାଲି ଯୁଗରେ ଲୋକ ଭାବନ୍ତି ଉଚ୍ଚ ଶିକ୍ଷା, ସଫଳ କ୍ୟାରିଅର ଓ ଆର୍ଥିକ ରୂପେ ସୁଦୃଢ ହେବା ହେଉଛି ପ୍ରକୃତ ସଫଳତା । କିନ୍ତୁ ଚୀନର ଏହି ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ନିକଟରେ ଚୀନର ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କୁହାଯାଉଛଇ ମହିଳା ଜଣକ ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ନିକଟରେ ଭଲ ରୋଜଗାର ଦେଇପାରୁଥିବା ଚାକିରି, ଉଚ୍ଚ ଶିକ୍ଷା ଓ ଆର୍ଥିକ ଭାବେ ସ୍ଵଚ୍ଛଳ କରିବାର ସାମର୍ଥ ଅଛି । ତଥାପି ସେ ବାରମ୍ବାର ରିଜେକ୍ସନର ଶିକାର ହେଉଛନ୍ତି ।
ପଢନ୍ତୁ ଏହି ଖବର: ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ

- ବ୍ରାଇଡ୍ ମାର୍କେଟରେ ଦିଶିଲା ଅସହାୟତା
- ବିବାହରେ ବାଧା ସାଜିଲା ବୟସ
ପଢନ୍ତୁ ଏହି ଖବର: ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ
- ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories