Squirrel Attack / ଯାହାକୁ ଦେଖୁଛି ତାକୁ କାମୁଡୁଛି ଗୁଣ୍ଡୁଚିମୂଷା; ଆହତ ହେଲେଣି ୧୮ ଜଣ
·2 hours ago·2 min read

Key Points
ଉଦୟପୁରରେ ମାତିଛି ଛୋଟ ଜୀବ ଗୁଣ୍ଡୁଚିମୂଷା
ଯାହାକୁ ଦେଖୁଛି ତାକୁ କାମୁଡୁଛି
ଜାଣନ୍ତୁ ଏହି ଛୋଟ ଜୀବ କାମୁଡ଼ିଲେ କଣ ହୁଏ ?
ଯାହାକୁ ଦେଖୁଛି ତାକୁ କାମୁଡୁଛି
ଜାଣନ୍ତୁ ଏହି ଛୋଟ ଜୀବ କାମୁଡ଼ିଲେ କଣ ହୁଏ ?
ରାଜସ୍ଥାନ ଉଦୟପୁରରେ ମାତିଲା ଗୁଣ୍ଡୁଚିମୂଷା । ମୋହନଲାଲ ସୁଖାଡିଆ କଳା ମହାବିଦ୍ୟାଳୟରେ ସାଧାରଣତଃ ଶାନ୍ତ ଏବଂ ଛୋଟ ଜୀବ ଗୁଣ୍ଡୁଚିମୂଷା ଗତ ମାସରେ ୧୮ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଛି । ଏହି ଘଟଣା କଲେଜର ଛାତ୍ର ଏବଂ କଲେଜ କର୍ମଚାରୀ ଉଭୟଙ୍କୁ ଭୟଭୀତ କରିଛି । ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ଛାତ୍ରମାନେ ଏବେ କଲେଜ କ୍ୟାମ୍ପସ ବାହାରେ ଖୋଲା ପଡ଼ିଆରେ ବସିବାକୁ ବି କୁଣ୍ଠାବୋଧ କରୁଛନ୍ତି ।
କଲେଜ କର୍ମଚାରୀଙ୍କ ଅନୁଯାୟୀ, ଏହି ଗୁଣ୍ଡୁଚିମୂଷା ହଠାତ୍ ଲୋକଙ୍କୁ ଆକ୍ରମଣ କରିଥିଲା ଏବଂ ଅନେକ ଲୋକଙ୍କୁ କାମୁଡ଼ିଛି ମଧ୍ୟ । ଏହା ସମଗ୍ର କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି କରିଛି । ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଏବେ ଏହି ଛୋଟ ଜୀବକୁ ଭୟ କରୁଛନ୍ତି । ଆହତ ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶରେ ରେବିଜ୍ ଇଞ୍ଜେକ୍ସନ ଦିଆଯାଉଛି ।
ପିପୁଲ୍ସ ଫର୍ ଆନିମଲ୍ସ ଉଦୟପୁରର ସଭାପତି ସତ୍ୟଜିତ ରାୟ କହିଛନ୍ତି ଯେ ଏହା ଏକ ବନ୍ୟ ପ୍ରାଣୀ ଏବଂ ଅତ୍ୟଧିକ ଗରମ ଯୋଗୁଁ ଏହାର ଆଚରଣ ପରିବର୍ତ୍ତନ ହୋଇପାରେ । ଗରମ ଯୋଗୁଁ ମସ୍ତିଷ୍କ ଖରାପ କିମ୍ବା ଭୋକ ଭଳି ପରିସ୍ଥିତି ଏହି ଛୋଟ ଜୀବଟିକୁ ଆକ୍ରମଣାତ୍ମକ କରିପାରେ । ଏହି ଜୀବଟି ସାଧାରଣତଃ ମଣିଷକୁ କାମୁଡ଼େ ନାହିଁ, କିନ୍ତୁ ମାନସିକ ଅସନ୍ତୁଳନ ଯୋଗୁଁ ଏପରି ଆଚରଣ ଦେଖାଦେଇପାରେ ।
ପଢନ୍ତୁ ଏହି ଖବର: ଏଠାରେ ଜୀବନ୍ତ ସାପକୁ କରାଯାଏ ପକୋଡ଼ା; ଲୋକମାନେ ଖାଇବା ପାଇଁ ଲଗାନ୍ତି ଲମ୍ଵା ଲାଇନ୍

- କଣ କହିଲେ କଲେଜ କର୍ତ୍ତୃପକ୍ଷ ?

- 'ଘଟଣା ବାସ୍ତବରେ ଆଶ୍ଚର୍ଯ୍ୟଜନକ'
ପଢନ୍ତୁ ଏହି ଖବର: ଏଠାରେ ଜୀବନ୍ତ ସାପକୁ କରାଯାଏ ପକୋଡ଼ା; ଲୋକମାନେ ଖାଇବା ପାଇଁ ଲଗାନ୍ତି ଲମ୍ଵା ଲାଇନ୍
- 'ଗୁଣ୍ଡୁଚିମୂଷା କାମୁଡ଼ା ବିପଜ୍ଜନକ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories