Pakistani Bohu / ନେପାଳରେ ବିବାହ; ସ୍ଵାମୀଠୁ ଦୂରରେ ୧୫ ବର୍ଷ, ଏବେ ଭାରତରେ ପାକିସ୍ତାନୀ ଝିଅର ଗୃହ ପ୍ରବେଶ
·4 months ago·2 min read

Key Points
ପାକିସ୍ତାନ ଡାକ୍ତରାଣୀ ହେଲେ ରାଜସ୍ଥାନର ବୋହୂ
ନେପାଳରେ ଭାରତୀୟ ସ୍ଵାମୀଙ୍କୁ କରିଥିଲେ ବିବାହ
ସ୍ଵାମୀଠୁ ଦୂରରେ ରହିଥିଲେ ୧୫ ବର୍ଷ
ନେପାଳରେ ଭାରତୀୟ ସ୍ଵାମୀଙ୍କୁ କରିଥିଲେ ବିବାହ
ସ୍ଵାମୀଠୁ ଦୂରରେ ରହିଥିଲେ ୧୫ ବର୍ଷ
ରାଜସ୍ଥାନର ଯୋଧପୁରର ପାଲ ଅଞ୍ଚଳର ହଠାତ୍ ଏକ ଘରେ ଖେଳିଗଲା ଆନନ୍ଦର ଲହରୀ । ଗତ ଦେଢ଼ ଦଶନ୍ଧି ଧରି ଅପେକ୍ଷା କରିଥିବା କଠିନ ସମୟର ଘଟିଥିଲା ଅନ୍ତ । ପାକିସ୍ତାନରୁ ଭାରତକୁ ଆସିଥିବା ଏକ ପରିବାର ସେମାନଙ୍କର ବୋହୂକୁ ସହୃଦୟର ସହ ସ୍ୱାଗତ କରିଥିଲେ । ଏହା ହେଉଛି ସଫ୍ଟୱେର୍ ଇଞ୍ଜିନିୟର ଅମିତ୍ ସୁଥାର ଏବଂ ପାକିସ୍ତାନୀ ଡାକ୍ତରାଣୀ ରକ୍ଷା ସୁଥାରଙ୍କ କାହାଣୀ, ଯାହା କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ ବି କମ୍ ନୁହେଁ ।
- କେମିତି ଥିଲା ଅମିତ-ରକ୍ଷାଙ୍କ ପ୍ରେମ କାହାଣୀ ?
- ପ୍ରେମର ସାକ୍ଷୀ ସାଜିଲା ନେପାଳ
- ବିବାହ ପରେ ହୋଇଗଲେ ଅଲଗା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୀମା ହୈଦର ପୁଅର ଦେଲେ ଖାସ୍ ନାଁ; ରାଗରେ ଜଳୁଛି ପାକିସ୍ତାନ
- ପାକିସ୍ତାନୀ ଝିଅଙ୍କ ରାଜସ୍ଥାନରେ ଗୃହ ପ୍ରବେଶ
Related Topics
Explore more stories