Viral News / ଦୁବାଇରେ ଫେରିଲେ, ଭିଡିଓରେ ଅନର୍ଗଳ କହିଲେ...ଏବେ ପୂରା ଭାଇରାଲ୍
·2 months ago·2 min read

Key Points
ଦୁବାଇରୁ ଫେରିଥିବା ଭାରତୀୟ ଯୁବତୀଙ୍କ ଭିଡିଓ ଭାଇରାଲ୍
ବିଦେଶର ନିୟମକୁ ନେଇ କିଛି ଏମିତି କହିଲେ
ବିଦେଶର ନିୟମକୁ ନେଇ କିଛି ଏମିତି କହିଲେ
ନୂଆଦିଲ୍ଲୀ: ଦୁବାଇରୁ ଫେରିଥିବା ଜଣେ ଭାରତୀୟ ମହିଳା ଏପରି କିଛି କହିଥିଲେ ଯାହା ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ମଧ୍ୟ ହୋଇଛି । ଦୁବାଇରୁ ଫେରିବା ପରେ ନିକିତା ଲଖୱାନୀ ଇନଷ୍ଟାଗ୍ରାମରେ ତାଙ୍କର ଅନୁଭୂତି ସେୟାର କରିଛନ୍ତି । ଯୁବତୀ ଜଣକ ଦୁବାଇର ପରିଷ୍କାର ପରିଚ୍ଛନ୍ନତା, ଟ୍ରାଫିକ୍ ପରିଚାଳନା ଏବଂ ସାଧାରଣ ଲୋକଙ୍କ ଦ୍ୱାରା ନିୟମ ପାଳନକୁ ପ୍ରଶଂସା କରି ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
- ଦୁବାଇର ରାସ୍ତା ଦ୍ୱାରା ପ୍ରଭାବିତ
- ଜେବ୍ରା କ୍ରସିଂରେ ଅଟକେ ଗାଡ଼ି
- ପରିଷ୍କାର ପରିଚ୍ଛନ୍ନତାକୁ ପ୍ରଶଂସା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଉ ନାହିଁ ନିସ୍ତାର; ବଢିଲା ଜୋରିମାନା, ଏବେ କେତେ ଦେବାକୁ ପଡ଼ିବ ଫାଇନ୍
- ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା
Related Topics
Explore more stories