Viral Kissing Car / କାରରେ ପ୍ରେମିକାଙ୍କ ୩୪୦୦ ଚୁମ୍ବନ ଚିହ୍ନ; ୩ ଘଣ୍ଟାର ପରିଶ୍ରମ, ୫୫ ଲକ୍ଷ ଭ୍ୟୁଜ୍....ତା ପରେ ଏମିତି ହେଲା ପୋଲିସର ଏଣ୍ଟ୍ରି
·38 mins ago·2 min read

Key Points
ଚର୍ଚ୍ଚାରେ କିସିଙ୍ଗ୍ କାର
ଶେଷରେ ଫସିଗଲେ ଯୁବକ
୩ ଘଣ୍ଟାର ପରିଶ୍ରମ ଗଲା
ଏମିତି ଏଣ୍ଟ୍ରି ମାରିଲା ପୋଲିସ
ଶେଷରେ ଫସିଗଲେ ଯୁବକ
୩ ଘଣ୍ଟାର ପରିଶ୍ରମ ଗଲା
ଏମିତି ଏଣ୍ଟ୍ରି ମାରିଲା ପୋଲିସ
ଭୋପାଳ: କାରରେ ପ୍ରାୟ ୩୪୦୦ ଲିପଷ୍ଟିକ୍ ଚୁମ୍ବନ ଚିହ୍ନ । ସାଢ଼େ ୩ ଘଣ୍ଟାର କଠିନ ପରିଶ୍ରମ । ୮୦୦ରୁ ୯୦୦ ଟଙ୍କା ଖର୍ଚ୍ଚ । ସାଧାରଣ କାରକୁ ଅତରଙ୍ଗି କରି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏତେସବୁ ଯୋଜନା ଥିଲା । ଏଥିରେ ଯୁବକ ସଫଳ ମଧ୍ୟ ହେଲେ । କିସିଙ୍ଗ କାର ରିଲ୍ ଚୁଟକିରେ ଭାଇରାଲ ହେଲା । ଦେଖୁ ଦେଖୁ ୫ ମିଲିଅନରୁ ଅଧିକ ଭ୍ୟୁ ମିଳିଲା । କିନ୍ତୁ ଏବେ ଅସୁବିଧାରେ ପଡ଼ିଛନ୍ତି ଯୁବକ । ଘରେ ପହଞ୍ଚିଛି ପୋଲିସ ।
ପଢନ୍ତୁ ଏହି ଖବର: ଆଇଫୋନ ପାଇଁ ଆତ୍ମହତ୍ୟା ଘଟଣା; ଫୋନ ନୁହଁ ଥିଲା ଅନେକ କିଛି କାରଣ, ପଡ଼ୋଶୀ କହିଦେଲେ
- ଏବେ ପୋଲିସ ପାର୍କିଂରେ କିସିଙ୍ଗ କାର୍
- ଆଇଡିଆ ଦେଇଥିଲେ ପ୍ରେମିକା
ପଢନ୍ତୁ ଏହି ଖବର: ଆଇଫୋନ ପାଇଁ ଆତ୍ମହତ୍ୟା ଘଟଣା; ଫୋନ ନୁହଁ ଥିଲା ଅନେକ କିଛି କାରଣ, ପଡ଼ୋଶୀ କହିଦେଲେ
- ପୋଲିସ ଷ୍ଟେସନରେ ସଫା କଲେ କାର୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories