CM Salary India / ତାମିଲନାଡୁ ନା ପଶ୍ଚିମବଙ୍ଗ; କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଦରମା ଦିଅନ୍ତି ସରକାର ?
·2 hours ago·2 min read

Key Points
ଶେଷ ହୋଇଛି ପଶ୍ଚିମବଙ୍ଗ ଓ ତାମିଲନାଡୁର ବିଧାନସଭା ନିର୍ବାଚନ
ଆପଣ ଜାଣନ୍ତି କି କେଉଁ ରାଜ୍ୟର ସିଏମଙ୍କୁ ମିଳେ ଅଧିକ ଦରମା
ଆପଣ ଜାଣନ୍ତି କି କେଉଁ ରାଜ୍ୟର ସିଏମଙ୍କୁ ମିଳେ ଅଧିକ ଦରମା
ମେ ୪ ତାରିଖରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ସମେତ ୫ଟି ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଉଭୟ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇନଥିଲେ ମଧ୍ୟ, ନିର୍ବାଚନୀ ମାହୋଲ ମଧ୍ୟରେ ଏହି ରାଜ୍ୟଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ତୁଳନା କରାଯାଉଛି । ପଶ୍ଚିମବଙ୍ଗରେ ବିଜେପି ବମ୍ଫର ବିଜୟ ହାସଲ କରି ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି । ସେପଟେ ତାମିଲନାଡୁରେ ବିଜୟ ଥାଲାପତିଙ୍କ ଟିଭିକେ ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଏହି ରାଜ୍ୟଗୁଡ଼ିକରେ ନୂତନ ମୁଖ୍ୟମନ୍ତ୍ରୀମାନଙ୍କର ଦରମା କେତେ ହେବ ?
ପଢନ୍ତୁ ଏହି ଖବର: ମନ୍ତ୍ରୀଙ୍କ ଠାରୁ ଗୋଟିଏ ଭୋଟ୍ରେ ଆସନ ଛଡ଼ାଇ ନେଲା TVK
ସାରା ଦେଶ କଥା କହିବା ତେବେ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଦରମା ପ୍ରାୟ ₹୧.୨୫ ଲକ୍ଷରୁ ₹୪ ଲକ୍ଷ ପର୍ଯ୍ୟନ୍ତ ପ୍ରତିମାସ ରହିଥାଏ । ତେଲେଙ୍ଗାନା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଦରମା ମିଳୁଥିବାବେଳେ ଦେଶର କିଛି ଛୋଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥେଷ୍ଟ କମ୍ ଦରମା ପାଆନ୍ତି । ଏହି ତୁଳନା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଉଭୟ ମଧ୍ୟମ ସ୍ତରରେ ଦରମା ଦିଅନ୍ତି ।
- ସବୁ ମୁଖ୍ୟମନ୍ତ୍ରୀଙ୍କ ଦରମା ସମାନ କି ?
- କାହାର ଦରମା କେତେ ?
ପଢନ୍ତୁ ଏହି ଖବର: ମନ୍ତ୍ରୀଙ୍କ ଠାରୁ ଗୋଟିଏ ଭୋଟ୍ରେ ଆସନ ଛଡ଼ାଇ ନେଲା TVK
ସାରା ଦେଶ କଥା କହିବା ତେବେ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଦରମା ପ୍ରାୟ ₹୧.୨୫ ଲକ୍ଷରୁ ₹୪ ଲକ୍ଷ ପର୍ଯ୍ୟନ୍ତ ପ୍ରତିମାସ ରହିଥାଏ । ତେଲେଙ୍ଗାନା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଦରମା ମିଳୁଥିବାବେଳେ ଦେଶର କିଛି ଛୋଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥେଷ୍ଟ କମ୍ ଦରମା ପାଆନ୍ତି । ଏହି ତୁଳନା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଉଭୟ ମଧ୍ୟମ ସ୍ତରରେ ଦରମା ଦିଅନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories