Sleeping Driver Viral News / ରାସ୍ତାରେ ମଝିରେ ଗାଡ଼ି ରଖି ଶୋଇଲା ଡ୍ରାଇଭର; ଗାଡ଼ି ହଲେଇ ନୟାନ୍ତ ଲୋକେ
·2 weeks ago·2 min read

Key Points
ବିଚ୍ ରାସ୍ତା ଉପରେ ଠିଆ ହୋଇଛି ଗାଡ଼ି
ଭିତରେ ଏସି ଲଗାଇ ଶୋଇଲା ଡ୍ରାଇଭର
କାରକୁ ହଲେଇ ନୟାନ୍ତ ଲୋକେ
ତଥାପି ଭାଙ୍ଗିଲାନି କୁମ୍ଭକର୍ଣ୍ଣ ନିଦ
ଭିତରେ ଏସି ଲଗାଇ ଶୋଇଲା ଡ୍ରାଇଭର
କାରକୁ ହଲେଇ ନୟାନ୍ତ ଲୋକେ
ତଥାପି ଭାଙ୍ଗିଲାନି କୁମ୍ଭକର୍ଣ୍ଣ ନିଦ
ଇଣ୍ଟରନେଟ୍ ଦୁନିଆରେ ଆପଣ କେତେବେଳେ କଣ ଦେଖିବେ ତାହା କହିହେବ ନାହିଁ । ଏବେ ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଚ୍ ରାସ୍ତାରେ ଠିଆ ହୋଇଛି ଗାଡ଼ି । ଆଉ ଭିତରେ ଏସି ଲଗାଇ ଶୋଇଛି ଡ୍ରାଇଭର । ନା ଅଛି ନା ଅଛି ଭୟ । ସତେ ଯେପରି ଘର ବେଡରୁମ୍ରେ ଶୋଇବା ପରି ଅଚିନ୍ତା ନିଦରେ ଶୋଇଛି ଡ୍ରାଇଭର । ଏହି ଭାଇରାଲ ଭିଡିଓଟି କେରଳର ଆଥିରାମ୍ପୁଝା ଏଟ୍ଟୁମାନୁର ରୋଡର କୁହାଯାଉଛି ।
ପଢନ୍ତୁ ଏହି ଖବର: ପାକିସ୍ତାନରୁ ଆଫ୍ରିକା ଯାଇଥିଲେ ବୁଲିବାକୁ...କେମିତି ପାଲଟିଗଲେ କବିଲେଙ୍କ ପତ୍ନୀ ?
- କଣ ପୂରା ଘଟଣା ?
- ସନ୍ଧ୍ୟାରେ ରାସ୍ତା ମଝିରେ କାର
ପଢନ୍ତୁ ଏହି ଖବର: ପାକିସ୍ତାନରୁ ଆଫ୍ରିକା ଯାଇଥିଲେ ବୁଲିବାକୁ...କେମିତି ପାଲଟିଗଲେ କବିଲେଙ୍କ ପତ୍ନୀ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କାର ନିକଟରେ ପହଞ୍ଚିଲା ପୋଲିସ
Related Topics
Explore more stories