Nashik Truck Accident Today / ଦେଖୁ ଦେଖୁ ରାସ୍ତାରୁ ଖସିପଡ଼ିଲା ଟ୍ରକ୍; ଚାଳକ ଆହତ
·48 mins ago·2 min read

Key Points
ମହାରାଷ୍ଟ୍ରର ନାସିକରେ ଘଟିଥିବା ଏକ ବିପଦପୂର୍ଣ୍ଣ ଦୁର୍ଘଟଣା ସିସିଟିଭିରେ କଏଦ ହୋଇଛି। ଏହି ଘଟଣାରେ, ଏକ ଦ୍ରୁତଗାମୀ ଟ୍ରକ୍ ହଠାତ୍ ରାସ୍ତାରୁ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା।
Nashik Truck Accident Viral Video: ସୋମବାର ମହାରାଷ୍ଟ୍ରର ନାସିକରେ ଘଟିଯାଇଛି ଏକ ଭୟାନକ ସଡ଼କ ଦୁର୍ଘଟଣା। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଛନ୍ତି। ଏହି ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଦ୍ୱାରା ରେକର୍ଡ ହୋଇଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ହେଲେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ଏବଂ ସେ ଚିକିତ୍ସିତ ଅଛନ୍ତି।
ହଠାତ୍ ରାସ୍ତାରୁ ଖସିପଡ଼ିଲା ଟ୍ରକ୍
ଏହି ଘଟଣାର ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ଡ୍ରାଇଭର ହଠାତ୍ ଫ୍ଲାଏଓଭର ଉପରେ ଟ୍ରକ୍ ଉପରୁ ନିୟନ୍ତ୍ରଣ ହରାଇ ସିଧା ରାସ୍ତାରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି। ଯେତେବେଳେ ଏହି ଟ୍ରକ୍ ରାସ୍ତାରୁ ତଳକୁ ଖସିପାଡ଼ିଲା, ସେତେବେଳେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିଲେ। ନଚେତ୍ ଏହି ଦୁର୍ଘଟଣା ଆହୁରି ଅଧିକ ଗୁରୁତର ହୋଇଥାନ୍ତା। ନାସିକର ସିନ୍ନାର ସ୍ଥିତ MIDC ବାଇପାସ ଠାରେ ଏହି ଦୁର୍ଘଟଣା ହୋଇଥିଲା।
ସୌଭାଗ୍ୟବଶତଃ, ଦୁର୍ଘଟଣା ସମୟରେ ଅନ୍ୟ କୌଣସି ଗାଡ଼ି ବ୍ରିଜ୍ ତଳେ ରହିଥିବା ରାସ୍ତାରେ ଯାତ୍ରା କରୁନଥିଲା। ସେଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରକ୍ ତଳେ ପଡ଼ିବା ପୂର୍ବରୁ ଏକ ରାସ୍ତା ବ୍ୟାରିକେଡ୍ ସହିତ ଧକ୍କା ଦେଇଥିଲା। ବ୍ୟାରିକେଡ୍ ଅୟନିୟନ୍ତ୍ରିତ ହୋଇ ପଡ଼ିଥିବା ଟ୍ରକ୍ ଓଜନକୁ ସହ୍ୟ କରିପାରିଲା ନାହିଁ। ଟ୍ରକ ଅନେକ ଥର ଓଲଟି ପଡ଼ିବା ପରେ ଯାଇ ପ୍ରାୟ ୫୦ ତଳକୁ ଖସି ପଡ଼ିଥିଲା। ଟ୍ରକରୁ ଧୂଆଁ ମଧ୍ୟ ବାହାରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଏହା ସହ ପଢନ୍ତୁ: ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକIndia : A truck plunged off a flyover in Nashik, Maharashtra. According to reports, the driver was watching reels while driving. pic.twitter.com/iP0ruh6ZjN
— Baba Banaras™ (@RealBababanaras) July 27, 202
ସୌଭାଗ୍ୟବଶତଃ, ଦୁର୍ଘଟଣା ସମୟରେ ଅନ୍ୟ କୌଣସି ଗାଡ଼ି ବ୍ରିଜ୍ ତଳେ ରହିଥିବା ରାସ୍ତାରେ ଯାତ୍ରା କରୁନଥିଲା। ସେଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରକ୍ ତଳେ ପଡ଼ିବା ପୂର୍ବରୁ ଏକ ରାସ୍ତା ବ୍ୟାରିକେଡ୍ ସହିତ ଧକ୍କା ଦେଇଥିଲା। ବ୍ୟାରିକେଡ୍ ଅୟନିୟନ୍ତ୍ରିତ ହୋଇ ପଡ଼ିଥିବା ଟ୍ରକ୍ ଓଜନକୁ ସହ୍ୟ କରିପାରିଲା ନାହିଁ। ଟ୍ରକ ଅନେକ ଥର ଓଲଟି ପଡ଼ିବା ପରେ ଯାଇ ପ୍ରାୟ ୫୦ ତଳକୁ ଖସି ପଡ଼ିଥିଲା। ଟ୍ରକରୁ ଧୂଆଁ ମଧ୍ୟ ବାହାରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନା ନିଆଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nashik road collapse truck videoTruck falls into sinkhole Nashik CCTVNashik truck accident CCTV footageRoad caved in Nashik driver injuredNashik sinkhole truck collapse newsShocking video Nashik road collapseNashik accident CCTV video viralRoad cave in Nashik truck driver injuredMaharashtra news Nashik truck accidentNashik infrastructure road collapse incident