Romance Scam / ବୃଦ୍ଧଙ୍କ ରୋମାନ୍ସରେ ଆସିଲା ଟ୍ଵିଷ୍ଟ; ଯବାନ ଗର୍ଲଫ୍ରେଣ୍ଡ ତ ମିଳିଲା କିନ୍ତୁ…
·4 months ago·3 min read

Key Points
୬୯ ବର୍ଷ ବୟସରେ କରିଥିଲେ ପ୍ରେମ
ମିଳିଥିଲା ଯବାନ ଗର୍ଲଫ୍ରେଣ୍ଡ
କିନ୍ତୁ ଏମିତି ଖାଇଲେ ଧୋକା
ମିଳିଥିଲା ଯବାନ ଗର୍ଲଫ୍ରେଣ୍ଡ
କିନ୍ତୁ ଏମିତି ଖାଇଲେ ଧୋକା
ଉତ୍ତର ପ୍ରଦେଶର ବିଜନୌରରୁ ଏକ ଖବର ସାମ୍ନାକୁ ଆସିଛି । ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ଏକାପଣର ସାଥୀ ସାଜିଥିଲେ ବେବି । ପରିଣତ ବୟସରେ ବେବିର ସାହାରା ବୀରେନ୍ଦ୍ରଙ୍କୁ ଏକ ନୂଆ ଅନୁଭବ ଦେଇଥିଲା । ବେବିକୁ ଜୀବନରୁ ଅଧିକ ଭଲ ପାଇ ବସିଥିଲେ ବୀରେନ୍ଦ୍ର । ହେଲେ ଶେଷରେ ବେବି ଦେଲେ ଧୋକା । ବୀରେନ୍ଦ୍ରଙ୍କ ଏକାପଣର ସୁଯୋଗ ନେଇ କିଛି ଅପରାଧୀମାନେ ବେବି ନାଁରେ ତାଙ୍କୁ ହନିଟ୍ରାପରେ ଫସାଇଥିଲେ ଏବଂ ତା'ପରେ ଏକ ଯୋଜନାବଦ୍ଧ ଡକାୟତି କରିଥିଲେ ।
- ବେବିଙ୍କ ପ୍ରେମରେ ବୀରେନ୍ଦ୍ର
- ଶୂନଶାନ ଫାର୍ମ ହାଉସରେ ବିଛାଗଲା ଜାଲ
- ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପଚରାଉଚରା ସମୟରେ ବଡ଼ ଖୁଲାସା
ପଢନ୍ତୁ ଏହି ଖବର: ବରଣମାଳା ପରେ ରୁମରେ ଏକା ଥିଲେ ନବବଧୂ; ପଶିଗଲେ ବରଯାତ୍ରୀ, ଆଉ ତା' ପରେ
- ଡିଜିଟାଲ୍ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ
Related Topics
Explore more stories