Viral Death Rituals / ଏଠି ମଲାପରେ ଜୁଇରେ ଜଳେନି ଶବ...ଆକାଶରେ ହୁଏ ଅନ୍ତିମ ସଂସ୍କାର !
·3 months ago·2 min read

Key Points
ଅଜବ, ଆଶ୍ଚର୍ଯ୍ୟ, ଆତଙ୍କିତ ପ୍ରଥା
ମଲା ପରେ ମୃତଦେହକୁ କାଟନ୍ତି
ଶାଗୁଣାକୁ ଡାକି ଖାଇବାକୁ ଦିଅନ୍ତି
ଏଠି ଶବ ସତ୍କାର ଦେଖିବା ପାପ
ମଲା ପରେ ମୃତଦେହକୁ କାଟନ୍ତି
ଶାଗୁଣାକୁ ଡାକି ଖାଇବାକୁ ଦିଅନ୍ତି
ଏଠି ଶବ ସତ୍କାର ଦେଖିବା ପାପ
ଅଜବ ପରମ୍ପରା, ଆଶ୍ଚର୍ଯ୍ୟ ପ୍ରଥା, ଆତଙ୍କିତ ଅନ୍ତିମ ସଂସ୍କାରର ପ୍ରକ୍ରିୟା । ଏଠି ମାଟିରେ ନୁହେଁ ଆକାଶରେ ହୁଏ ଅନ୍ତିମ ସଂସ୍କାର । ଜୁଇରେ ଜଳେନି ଶବ କି ମାଟିତଳେ ପୋତା ହୁଏନି ମୃତଦେହ । ଶବ ପାହାଡ ଚଢେ, ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ ହୁଏ ଆଉ ଶେଷରେ ଶାଗୁଣାକୁ ଡାକି ଖାଇବାକୁ ଦିଆଯାଏ । ଭୟ, ଆତଙ୍କିତ, ହରର ସିନେମାର ଦୃଶ୍ୟ ପରି ଏ ଘଟଣା ଲାଗୁଥିଲେ ବି ଦୁନିଆରେ ଅଛି ଏମିତି ଏକ ଜାଗା ଯେଉଁଠି ଏମିତି ଲୋମଟାଙ୍କୁରା ଶବ ସତ୍କାର କରାଯାଏ ।
ପଢନ୍ତୁ ଏହି ଖବର: ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ
- କେଉଁଠି ଅଛି ଏହି ଅଜବ ପରମ୍ପରା ?
- ପରମ୍ପରା ପଛରେ ଧାର୍ମିକ ବିଶ୍ଵାସ
ପଢନ୍ତୁ ଏହି ଖବର: ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କାହିଁକି ଶବ ଖଣ୍ଡଖଣ୍ଡ ହୁଏ ?
Related Topics
Explore more stories