Germany Heatwave / ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ
·2 months ago·2 min read

Key Points
ଏଥର ଜର୍ମାନୀରେ ପ୍ରବଳ ଖରା ଗରମ
କେବଳ ୬ମାସରେ ଗଲାଣି ୫୦୦୦ ଜୀବନ
ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା
କେବଳ ୬ମାସରେ ଗଲାଣି ୫୦୦୦ ଜୀବନ
ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା
ବର୍ଲିନ: ଚଳିତ ବର୍ଷ ଖରା ସାରା ବିଶ୍ଵବାସୀଙ୍କୁ ହନ୍ତସନ୍ତ କରିଛି । ଏଥରୁ ବାଦ ପଡ଼ିନି ଜର୍ମାନୀ । ଏହି ୟୁରୋପୀୟ ଦେଶରେ ଚଳିତ ବର୍ଷ ପ୍ରବଳ ଗରମ ଆତଙ୍କ ସୃଷ୍ଟି କରିଛି । କେବଳ ଏହି ବର୍ଷ ୫,୧୨୦ ଜଣଙ୍କ ଜୀବନ ଯାଇଛି । ମହିଳାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ପୁରୁଷଙ୍କ ତୁଳନାରେ ଗରମରେ ଅଧିକ ମହିଳା ମୃତ୍ୟୁବରଣ କରିଥିବା ପରିସଂଖ୍ୟାନ ଦର୍ଶାଉଛି ।
ଜନସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରୁଥିବା ରବର୍ଟ କଚ୍ ଇନଷ୍ଟିଚ୍ୟୁଟ୍ ଏହି ତଥ୍ୟ ସେୟାର କରିଛି । ସଂସ୍ଥା ଅନୁଯାୟୀ, ଜୁନ୍ ମାସରେ ସର୍ବାଧିକ ମୃତ୍ୟୁ ଘଟିଥିଲା, ଯେତେବେଳେ ହାରାହାରି ତାପମାତ୍ରା ବହୁତ ଅଧିକ ଥିଲା । ମୃତ୍ୟୁବରଣ କରିଥିବା ପ୍ରାୟ ୪,୨୭୦ ଜଣଙ୍କ ବୟସ ୭୫ ବର୍ଷ କିମ୍ବା ତା’ଠାରୁ ଅଧିକ ଥିଲା ।

- ଜୁନରେ ସବୁଠୁ ଅଧିକ ଗରମ
- ୪୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭୟଙ୍କର ଭୂସ୍ଖଳନ; ଭୁଶୁଭୁଶୁ ହୋଇ ଭାଙ୍ଗିଲା କୋଠା, ସାମ୍ନାକୁ ଆସିଲା ଛାତିଥରା ଭିଡିଓ
- ମହିଳା ସବୁଠୁ ଅଧିକ ପ୍ରଭାବିତ
Related Topics
Explore more stories