Dussehra Odisha Rain / ଲଘୁଚାପ ପ୍ରଭାବରେ ଆଗକୁ ବର୍ଷା ସମ୍ଭାବନା; ବର୍ଷା ବିଗାଡ଼ିବ ପୂଜା ବୁଲା
·1 hour ago·2 min read

Key Points
ଏବେ ଜୋରଦାର ଖରା
ଆଗକୁ ବର୍ଷା ସମ୍ଭାବନା
ଆସୁଛି ଆଉ ଏକ ଲଘୁଚାପ
ଏଥର ଭିଜିବ ପାର୍ବଣ !
ଆଗକୁ ବର୍ଷା ସମ୍ଭାବନା
ଆସୁଛି ଆଉ ଏକ ଲଘୁଚାପ
ଏଥର ଭିଜିବ ପାର୍ବଣ !
ଭୁବନେଶ୍ଵର: ଆସୁଛି ଆଉ ଏକ ଲଘୁଚାପ, ଏଥର ଭିଜିପାରେ ପାର୍ବଣ । ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୩ ତାରିଖ ବେଳକୁ ଘନୀଭୂତ ହୋଇ ହେବ ଲଘୁଚାପ କ୍ଷେତ୍ର । ବର୍ଷା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସେପଟେ ଅକ୍ଟୋବରରେ ଖରା କରୁଛି କଲବଲ । ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି ।
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ପରେ ବନ୍ୟା ଆଉ ଏବେ ଖରାର ପ୍ରକୋପ । ସକାଳୁ ସକାଳୁ ଏତେ ଖରା ଯେ ଘରୁ ବାହାରିବା ମୁସ୍କିଲ । ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୨୦.୦° ସେଲସିୟସ୍ ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୫.୫ ଡିଗ୍ରୀ ଓ କଟକରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ପଢନ୍ତୁ ଏହି ଖବର: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର

- ପାର୍ବଣ ପାଇଁ ଡରାଇଲାଣି ବର୍ଷା
ପଢନ୍ତୁ ଏହି ଖବର: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଚିନ୍ତାରେ ପୂଜା କମିଟି
ତେବେ ଆଗାମୀ ୩ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ଚେତାବନୀ ନାହିଁ । ପାଗ ଶୁଖିଲା ରହିବ । ଏବେ ଦିନରେ ଟାଣଖରା ହେଉଥିବାବେଳେ ଆଗକୁ ୧ରୁ ୨ ଡିଗ୍ରୀ ଆହୁରି ବଢିପାରେ ଦିନ ତାପମାତ୍ରା ।
Related Topics
Explore more stories