Weather Update / ଆଜି ବି ରାଜ୍ୟରେ ପ୍ରବଳ ଖରା; ୫ ଦିନ ଯାଏଁ କଲବଲ କରିବ
·1 hour ago·2 min read

Key Points
ଆଜି ବି ରାଜ୍ୟରେ ପ୍ରବଳ ଖରା ସହ ଗୁଳୁଗୁଳି
ଏମିତି ପାଗ ଆସନ୍ତା ୫ ଦିନ ଯାଏଁ ଲାଗି ରହିବ
ଏମିତି ପାଗ ଆସନ୍ତା ୫ ଦିନ ଯାଏଁ ଲାଗି ରହିବ
ରାଜ୍ୟରେ କଲବଲ କରୁଛି ତାତି । ଆଜି ବି ଅସହ୍ୟ ଗରମ ସହିତ ଗୁଳୁଗୁଳି ହେବ । ଏପରି ପାଣିପାଗ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଉପକୂଳର ୧୧ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ପଢନ୍ତୁ ଏହି ଖବର: ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି
ସମ୍ବଲପୁର, ନୂଆପଡା, ନବରଙ୍ଗପୁର ଏବଂ ଝାରସୁଗୁଡାରେ ଏପ୍ରିଲ ୨୦ ତାରିଖରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୌଦ୍ଧରେ ଶିକ୍ଷାନୁଷ୍ଠାନଗୁଡ଼ିକ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ମୟୂରଭଞ୍ଜରେ ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲା ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ପାଇଁ ଛୁଟି ଘୋଷଣା କରିଥିଲେ ।
- ଆଉ ୫ ଦିନ କଲବଲ କରିବ ତାତି
- ଏହି ଜିଲ୍ଲାରେ ବର୍ଷା ସମ୍ଭାବନା
- ଖରା ପାଇଁ ସ୍କୁଲ ଛୁଟି
ପଢନ୍ତୁ ଏହି ଖବର: ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି
ସମ୍ବଲପୁର, ନୂଆପଡା, ନବରଙ୍ଗପୁର ଏବଂ ଝାରସୁଗୁଡାରେ ଏପ୍ରିଲ ୨୦ ତାରିଖରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୌଦ୍ଧରେ ଶିକ୍ଷାନୁଷ୍ଠାନଗୁଡ଼ିକ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ମୟୂରଭଞ୍ଜରେ ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲା ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ପାଇଁ ଛୁଟି ଘୋଷଣା କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories