Odisha Rain Alert / ୪୦ରୁ ୫୦ କିମି ପବନ ବହିବ; ୬ ଦିନ ଯାଏଁ ବିଭିନ୍ନ ସ୍ଥାନରେ ଵର୍ଷା ସମ୍ଭାବନା
·1 hour ago·2 min read

Key Points
ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି
୬ ଦିନଯାଏ ବିଭିନ୍ନ ସ୍ଥାନରେ ଵର୍ଷା ସମ୍ଭାବନା
୨୪ ଘଣ୍ଟାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା
୬ ଦିନଯାଏ ବିଭିନ୍ନ ସ୍ଥାନରେ ଵର୍ଷା ସମ୍ଭାବନା
୨୪ ଘଣ୍ଟାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା
ଭୁବନେଶ୍ଵର: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ୬ ଦିନ ଯାଏଁ ବିଭିନ୍ନ ସ୍ଥାନରେ ଵର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୬ ଦିନ ଯାଏଁ କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପଢନ୍ତୁ ଏହି ଖବର: ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ
ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ବର୍ତ୍ତମାନ ସଦୃଶ ଲଘୁଚାପ ଉତ୍ତର ପଶ୍ଚିମ ମଧ୍ୟ ପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ପଶ୍ଚିମ ଉତ୍ତର ପଶ୍ଚିମ ଅଂଚଳରେ ସକ୍ରିୟ ରହିଛି । ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ । ବର୍ଷା କମିବା ସହ ଆକାଶ ନିର୍ମଳ ରହିଛି । କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
- ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୧୩ରୁ ବଢିବ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories