Heavy Rain alert / ପୁଣି ଆସୁଛି ଝଡ଼଼ବର୍ଷା; ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରଥଯାତ୍ରାରେ...
·2 months ago·2 min read

Key Points
ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
୧୫ରୁ ରାଜ୍ୟରେ ବଢ଼ିବ ବର୍ଷା
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
୧୫ରୁ ରାଜ୍ୟରେ ବଢ଼ିବ ବର୍ଷା
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
ଭୁବନେଶ୍ଵର: ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୫ରୁ ରାଜ୍ୟରେ ବଢ଼ିବ ବର୍ଷା, ଲଘୁଚାପ ସୃଷ୍ଟି ହେବାର ଚିତ୍ର ଏବେ ଅସ୍ପଷ୍ଟ ରହିଛି । ତଥାପି ଆଗକୁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବା ନେଇ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁଙ୍କ ସୂଚନା । ରଥଯାତ୍ରା ସମୟରେ ପୁରୀରେ ସେମିତି ବର୍ଷାର ଆଶଙ୍କା ନାହିଁ । ଆଜି ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହେବା ସମ୍ଭାବନା ରହିଛି ।
ପଢନ୍ତୁ ଏହି ଖବର: ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ
- ୧୫ରୁ ରାଜ୍ୟରେ ବଢ଼ିବ ବର୍ଷା
- ଦେଶରେ ମୌସୁମୀର ତାଣ୍ଡବ
ପଢନ୍ତୁ ଏହି ଖବର: ଜର୍ମାନୀରେ 41 ଡିଗ୍ରୀ ଖରା; ୬ ମାସରେ ଗଲାଣି ୫୦୦୦ରୁ ଅଧିକ ଜୀବନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ବୁଡ଼ି ରହିଛି, ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। କେବଳ ସେତିକି ନୁହେଁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।
Related Topics
Explore more stories