Odisha Weather Today / ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ଝଟକା ପବନକୁ ବର୍ଷା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·1 hour ago·2 min read

Key Points
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭିଜିବ କି ପାର୍ବଣ ?
ଜାଣନ୍ତୁ କିପରି ରହିବ ପାଣିପାଗ
ଭିଜିବ କି ପାର୍ବଣ ?
ଜାଣନ୍ତୁ କିପରି ରହିବ ପାଣିପାଗ
ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମ୍ ରହିଥିବାବେଳେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ । ବିଶେଷକରି ଅକ୍ଟୋବର ୧୪ରୁ ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବାର ପୂର୍ବାନୁମାନ କରାଯାଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା "ଘୂର୍ଣ୍ଣିବଳୟ"।
ଅକ୍ଟୋବର ୧୩ ତାରିଖରେ ନେବ "ଲଘୁଚାପ"ର ରୂପ । ଏହାର ପ୍ରଭାବରେ ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ଝଟକା ପବନ ସାଙ୍ଗକୁ ବର୍ଷା ପବନ ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପଢନ୍ତୁ ଏହି ଖବର: ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ

- ଏହି ଜିଲ୍ଲାରେ ହେବ ବର୍ଷା
ପଢନ୍ତୁ ଏହି ଖବର: ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ
- ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories