Rain Alert / ରାଜ୍ୟରେ ପାଣିପାଗର ଦୁଇଟି ରୂପ; ପୂର୍ବରେ କାଳବୈଶାଖୀ ବର୍ଷା, ପଶ୍ଚିମରେ ତାତି
·5 months ago·2 min read

Key Points
ରାଜ୍ୟରେ ପାଣିପାଗର ଦୁଇଟି ରୂପ ଦେଖିବାକୁ ମିଳିଛି
ଆସନ୍ତା ୨୪ ଘଣ୍ଟାରେ ପୂର୍ବରେ କାଳବୈଶାଖୀ ବର୍ଷା
ସେପଟେ ପଶ୍ଚିମ ଜିଲ୍ଲାରେ ପ୍ରବଳ ତାତି
ଆସନ୍ତା ୨୪ ଘଣ୍ଟାରେ ପୂର୍ବରେ କାଳବୈଶାଖୀ ବର୍ଷା
ସେପଟେ ପଶ୍ଚିମ ଜିଲ୍ଲାରେ ପ୍ରବଳ ତାତି
ରାଜ୍ୟରେ ଗତ କିଛି ଦିନ ପୂର୍ବ ଜିଲ୍ଲାଗୁଡ଼ିକରେ ରଜ ପାଗ ଦେଇଥିବାବେଳେ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ଖରା ଛାଇର ଲୁଚକାଳି ଖେଳୁଛି । ସକାଳୁ ପୂରା ପାଗ ଛାଇ ଛାଇ ରହୁଥିବାବେଳେ ପୂର୍ବାହ୍ନ ୧୧ଟାରୁ ଟାଣ ଖରା ହେଉଛି । ସେପଟେ ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଛି । ପ୍ରଖର ଖରାରେ ଏବେଠୁ ସନ୍ତୁଳି ହେଲାଣି ପଶ୍ଚିମ ଜିଲ୍ଲା । ସେପଟେ ଖରାକୁ ଦେଖି ବଲାଙ୍ଗିରରେ ସ୍କୁଲ ଛୁଟି ଘୋଷଣା ହୋଇଛି ।
ପଢନ୍ତୁ ଏହି ଖବର: ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୨ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି
- ବର୍ଷା ପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ପଶ୍ଚିମରେ ହିଟୱେଭ୍
ପଢନ୍ତୁ ଏହି ଖବର: ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୨ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଉଷ୍ମ ଓ ଆଦ୍ରତା ସ୍ଥିତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରୀ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।
Related Topics
Explore more stories