Afghanistan Pakistan War / ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ: ସେନା ଶକ୍ତିରେ କିଏ ଆଗରେ?
·1 month ago·3 min read

Key Points
ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଉତ୍ତେଜନା
ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ
ସେନା ଶକ୍ତିରେ କିଏ ରହିଛି ଆଗରେ ?
ପାକ୍ ଓ ଆଫଗାନ୍ ମଧ୍ୟରେ କିଏ ଶକ୍ତିଶାଳୀ ?
ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ
ସେନା ଶକ୍ତିରେ କିଏ ରହିଛି ଆଗରେ ?
ପାକ୍ ଓ ଆଫଗାନ୍ ମଧ୍ୟରେ କିଏ ଶକ୍ତିଶାଳୀ ?
ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି । ପାକିସ୍ତାନ ଗୁରୁବାରଠାରୁ ତାଲିବାନ ସୈନ୍ୟ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଏହାପରେ ଏବେ ସବୁ ଆଡ଼େ ଗୋଟିଏ ପ୍ରଶ୍ନ ଯେ ତାଲିବାନ ନେତୃତ୍ଵାଧୀନ ଆଫଗାନିସ୍ତାନ ଏହାର ଜବାବରେ ଆକାଶ ମାର୍ଗରେ ଆକ୍ରମଣ କରିବାକୁ ସକ୍ଷମ ହେବ କି ନାହିଁ ? ଉଭୟ ଦେଶର ସୈନ୍ୟ ଶକ୍ତିକୁ ତୁଳନା କଲେ ପାକିସ୍ତାନ ବହୁ ଆଗରେ ଅଛି ।
ତଥାପି ଆଫଗାନିସ୍ତାନ ନିକଟରେ 'ଗରିଲା ଯୁଦ୍ଧ'ର ଅଭିଜ୍ଞତା ରହିଛି । ଆଫଗାନିସ୍ତାନ ସ୍ଥଳ ଭାଗରୁ ଡ୍ରୋନ ଏବଂ ଛୋଟ ଛୋଟ ଆକ୍ରମଣ ଜରିଆରେ ପାକିସ୍ତାନ ୧୯ଟି ପାକିସ୍ତାନୀ ପୋଷ୍ଟକୁ କବଜା କରିଥିବା ଦାବି କରିଛି । ଅନ୍ୟପଟେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରି ପ୍ରାୟ ୭୨ ଜଣ ତାଲିବାନୀଙ୍କୁ ମାରିଥିବା ଦାବି କରିଛି । ତେବେ ଏଠାରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଉଭୟ ଦେଶର ସୈନ୍ୟ ଶକ୍ତି କେତେ ଏବଂ କିଏ କାହାଠୁ ଅଧିକ ଶକ୍ତିଶାଳୀ ।
ପଢନ୍ତୁ ଏହି ଖବର: କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ...
ପଢନ୍ତୁ ଏହି ଖବର: ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ
ଅଧିକ ଖବର ପଢନ୍ତୁ...

- ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ ?
- ପ୍ରତିରକ୍ଷା କ୍ଷେତ୍ରରେ କିଏ ଆଗରେ ?
- ଉଭୟ ଦେଶର ବାୟୁ ଶକ୍ତି କେତେ ?
ପଢନ୍ତୁ ଏହି ଖବର: ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ
- ଉଭୟ ଦେଶ ପାଖରେ କେତେ ଅସ୍ତ୍ରଶସ୍ତ୍ର ଅଛି ?
- ସୀମା ଚ୍ୟାଲେଞ୍ଜ ଏବଂ ଗରିଲା ଯୁଦ୍ଧ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories