Iran New Leader / ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?
·1 month ago·2 min read

Key Points
ଖାମେନେଇଙ୍କ ମୃତ୍ୟୁ ପରେ ଇରାନକୁ ମିଳିଲା ନୂଆ ନେତୃତ୍ଵ
କାହିଁକି ଖାମେନେଇଙ୍କ ସାନପୁଅକୁ ବାଛିଲା ଇରାନ
କେମିତି ସର୍ବୋଚ୍ଚ ନେତା ବାଛେ ଇରାନ ?
କାହିଁକି ଖାମେନେଇଙ୍କ ସାନପୁଅକୁ ବାଛିଲା ଇରାନ
କେମିତି ସର୍ବୋଚ୍ଚ ନେତା ବାଛେ ଇରାନ ?
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିଲା ଦ୍ଵନ୍ଦ୍ଵ । ତେବେ ଆଜି ଏହି ଦ୍ୱନ୍ଦ୍ୱର ଅନ୍ତ ଘଟିଛି । ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ସାନ ପୁଅ ମୋଜତାବାଙ୍କୁ ଇରାନ ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ଚୟନ କରିଛି । ଏଠି ପ୍ରଶ୍ନ କାହିଁକି ଖାମେନେଇଙ୍କ ସାନପୁଅକୁ ନୂଆ ନେତା ବାଛିଲା ଇରାନ ? ଏହାସହିତ କେଉଁ ଆଧାରରେ ନିଜର ସର୍ବୋଚ୍ଚ ନେତା ଚୟନ କରେ ?
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଖାମେନେଇଙ୍କ ୮୬ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ୧୯୮୯ ମସିହାରୁ ପ୍ରାୟ ୩୬ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିଲେ । ତେବେ ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ପରବର୍ତ୍ତୀ ନେତା କିଏ ହେବ ସେ ନେଇ ପ୍ରଶ୍ନ ଉଠିଥିଲା । ତେବେ ଇରାନ ଖାମେନେଇଙ୍କ ସାନପୁଅକୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରିଛି ।
ପଢନ୍ତୁ ଏହି ଖବର: ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ
ଅଧିକ ଖବର ପଢନ୍ତୁ...

- ସର୍ବୋଚ୍ଚ ନେତାଙ୍କୁ କିଏ ବାଛନ୍ତି ?
ପଢନ୍ତୁ ଏହି ଖବର: ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ
- କାହିଁକି ଖାମେନେଇଙ୍କ ସାନପୁଅକୁ ବାଛିଲା ଇରାନ ?
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories