WhatsApp Alert / ସାବଧାନ ! କେବଳ ଗୋଟିଏ ଭୁଲ ଖୋଲିଦେବ ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍
·6 months ago·3 min read

Key Points
ହ୍ଵାଟ୍ସଆପ୍ ଏବେ ଦୈନନ୍ଦିନ ଜୀବନର ଅବିଚ୍ଛେଦ ଅଂଶ ପାଲଟିଛି
ଅଫିସ ହେଉ କି ସାଙ୍ଗ ସବୁଠି ଆମେ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି
ସାବଧାନ ନରହିଲେ ଲିକ୍ ହୋଇଯିବ ଆପଣଙ୍କ ପର୍ସନାଲ ଚାଟ୍
ଅଫିସ ହେଉ କି ସାଙ୍ଗ ସବୁଠି ଆମେ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି
ସାବଧାନ ନରହିଲେ ଲିକ୍ ହୋଇଯିବ ଆପଣଙ୍କ ପର୍ସନାଲ ଚାଟ୍
ମେଟାର ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ଏବେ ଏକ ପ୍ରମୁଖ ମେସେଜିଂ ଟୁଲ୍ ପାଲଟିଛି । ବ୍ୟକ୍ତିଗତ ବାର୍ତ୍ତାଳାପ ହେଉ ଅବା ଅଫିସ କାମ, ଯୋଗାଯୋଗ ଲାଗି ଏବେ ଅଧିକାଂଶ ସୋସିଆଲ ମିଡିଆ ୟୁଜର ହ୍ଵାଟ୍ସଆପ୍ ଉପରେ ନିର୍ଭର କରୁଛନ୍ତି । ଫଟୋଠୁ ଆରମ୍ଭ କରି ଭିଡିଓ, ଡକ୍ୟୁମେଣ୍ଟ ସବୁକିଛି ୟୁଜର ଏଥିରେ ସେୟାର କରୁଛନ୍ତି । ଏଥିରେ ୟୁଜରଙ୍କ ଅନେକ ଜରୁରୀ ତଥ୍ୟ ମଧ୍ୟ ରହୁଛି । ଏଣୁ ହ୍ଵାଟ୍ସଆପ୍ ବ୍ୟବହାର କରିବା ସମୟରେ ସର୍ବଦା ସତର୍କ ରହିବା ଆବଶ୍ୟକ । ନଚେତ ଆପଣଙ୍କ ଗୋପନୀୟତା ଉପରେ ଆଞ୍ଚ ଆସିପାରେ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିପାରନ୍ତି ହ୍ୟାକର୍ସ ।
ପଢନ୍ତୁ ଏହି ଖବର: ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ
ସର୍ବପ୍ରଥମେ ଏହା ବୁଝିବା ଆବଶ୍ୟକ ଯେ ହ୍ଵାଟ୍ସଆପ୍ରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ (E2EE) ରହିଛି । ଏହାର ଅର୍ଥ ହେଉଛି ଯେ ଆପଣଙ୍କ ମେସେଜ ମଧ୍ୟରେ କେହି ତୃତୀୟ ବ୍ୟକ୍ତି ଆସିପାରିବ ନାହିଁ । ଚାଟ୍ ଆପଣ ଓ ରିସିଭରଙ୍କ ଭିତରେ ରହିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସର୍ବଦା ଆପଣଙ୍କ ଚାଟ୍ ସୁରକ୍ଷିତ । ଯଦି ଆପଣ ହ୍ଵାଟ୍ସଆପ୍ ୱେବ୍ ବା ଡେସ୍କଟପ୍ରେ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି ଏବଂ ଲଗ୍ ଆଉଟ୍ କରୁନାହାନ୍ତି ତେବେ ତାହା ବଡ଼ ବିପଦ ହୋଇପାରେ । ଆପଣଙ୍କ ଆକାଉଣ୍ଟକୁ ଯାଇ କେହି ଅନ୍ୟ ବ୍ୟକ୍ତି ଆପଣଙ୍କ ଚାଟ୍କୁ ପଢିପାରିବ । ଏଣୁ ଅନ୍ୟ ଡିଭାଇସରେ ହ୍ଵାଟ୍ସଆପ୍ ଖୋଲୁଥିଲେ ଏହାକୁ ଲଗ୍ ଆଉଟ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ନଚେତ୍ ଆପଣଙ୍କ ବ୍ୟକ୍ତିଗତ ଚାଟ୍ ଚୋରି ହୋଇପାରେ ।
- ଆପଣଙ୍କ ଚାଟ୍ କେହି ପଢୁନାହାନ୍ତି ତ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- WhatsApp ଚାଟ୍ର କ୍ଲାଉଡ୍ ବ୍ୟାକଅପ୍
- କେମିତି ରହିବେ ସୁରକ୍ଷିତ ?
ଏଥିସହ ପଢନ୍ତୁ: ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ
Related Topics
Explore more stories