+2 ପରୀକ୍ଷା ଖାତାରେ ମାର୍କ ବଢ଼ାଇ ପାଇଁ ମଗାଯାଉଛି ଟଙ୍କା
by Argus News
Thu, Apr 04 | 10:47 a.m.

ଅର୍ଗସ ବ୍ୟୁରୋ:  ୮ ହଜାରର ଦେଲେ ମିଳିବ ୭୦ ପ୍ରତିଶତ । +2 ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବା ପାଇଁ ମଗା ଯାଉଛି ଆଠ ହଜାର ଟଙ୍କା। ନିଜକୁ କାଉନସିଲ ଅଫିସ ଭୁବନେଶ୍ୱରର ଜଣେ କର୍ମଚାରୀ ବୋଲି ପରିଚୟ ଦେଇ +2 ଛାତ୍ରୀଙ୍କୁ ଟଙ୍କା ମାଗିବା ଘଟଣା ଏବେ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା କାଉନସିଲର ସ୍ୱଛତା ନେଇ ଉଠିଛି ବଡ଼ ପ୍ରଶ୍ନ ।

ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ଏହି ବ୍ୟକ୍ତି ଜଣକ ଛାତ୍ରୀଙ୍କ ନାମ, ବାପାଙ୍କ ନାମ, ଠିକଣା, ରୋଲ ନମ୍ବର, ରେଜିଷ୍ଟେସନ ନମ୍ବର ମଧ୍ୟ ପୁରା ଠିକ ଭାବରେ କହି ପାରୁଛନ୍ତି l ଶୁଣନ୍ତୁ କିପରି ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବା ପାଇଁ ଟଙ୍କା ମାଗୁଛନ୍ତି ଏବଂ ଟଙ୍କା ଫୋନ ପେ ନମ୍ବର ଦେଲେ ବଡ଼ ବାବୁଙ୍କ ପାଖକୁ ଫାଇଲ ଜିବ ବୋଲି କହୁଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ