ସଲମାନ୍ ଖାନଙ୍କୁ ପୁଣି ଧମକ, ୫ କୋଟି ଦିଅ....ନହେଲେ
by Argus News
Tue, Nov 05 | 10:17 a.m.

ଅର୍ଗସ ବ୍ୟୁରୋ:  ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ଧମକ । ୫ କୋଟି ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକପୂର୍ଣ୍ଣ କଲ୍ କରିଛନ୍ତି । ଯଦି ବଞ୍ଚିବାକୁ ଚାହୁଁଛ ୫କୋଟି ଟଙ୍କା ଦିଅ ନହେଲେ ମନ୍ଦିରରେ କ୍ଷମା ମାଗିବାକୁ ସେମାନେ ଧମକ ଦେଇଛନ୍ତି । ନଚେତ୍ ପରିଣାମ ଭୟାବହ ହେବ ବୋଲି ମୁମ୍ବାଇ ପୋଲିସକୁ ଫୋନ କରି ଧମକ ଦେଇଛନ୍ତି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଏଭଳି ଧମକପୂର୍ଣ୍ଣ କଲ୍  ହୋଇଥିବା ସନ୍ଦେହ କରାଯାଉଛି । ସପ୍ତାହକ ଭିତରେ ସଲମାନ୍ ଖାନଙ୍କୁ ଦ୍ବିତୀୟ ଥର ପାଇଁ ଏଭଳି ଧମକ ମିଳିଛି । ପୂର୍ବରୁ ଅକ୍ଟୋବର ୩୦ରେ ସଲମାନ ଖାନଙ୍କୁ ୨ କୋଟି ଟଙ୍କା ଚାନ୍ଦା ଦେବାକୁ ଧମକ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

ଯାତ୍ରା
43m ago
ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ୍ ଲାଗି ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି
ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍। ଯାତ୍ରାରେ ସଂସ୍କୃତି ପରମ୍ପରାର ଅବକ୍ଷୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସଂସ୍କୃତିର ସୁରକ୍ଷା ଦିଗର
ରାଜସ୍ବ ମନ୍ତ୍ରୀ
ବାତ୍ୟା ଦାନାରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩
ସରକାରୀ କୂଅକୁ
ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହ