ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ
by Argus News
Sat, Nov 11 | 9:41 a.m.

ଅର୍ଗସ ବ୍ୟୁରୋ:  କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବସରେ ଥିଲେ ମୋଟ୍ ୩୮ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୨୫ ଜଣ ଓଡ଼ିଶାର ରହିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ାର ୧୬, ପାରାଦୀପ ୨ ଓ ଯାଜପୁରର ୭ ଜଣ ଯାତ୍ରୀ ରହିଥିବା ସୂଚନା କୋଲକାତାର ବାବୁଘାଟରୁ ପାରାଦ୍ବୀପ ଆସୁଥିଲା ଯାତ୍ରୀବାହୀ ବସ୍।

16 ନଂ ଜାତୀୟ ରାଜପଥର ଖଡ଼ଗପୁର ନିକଟରେ ଜଳିଗଲା ବସ୍। ବାଲେଶ୍ଵରରେ ପହଞ୍ଚିବା ପରେ ଅର୍ଗସ କ୍ୟାମେରା ଆଗରେ ସେ ସମୟର ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଥିଲେ ଯାତ୍ରୀ। ନିଜ ଜୀବନକୁ ବଞ୍ଚାଇବା ପାଇଁ ବସର କାଚ ଭାଙ୍ଗି ବାହାରକୁ ବାହାରିଥିଲେ ଯାତ୍ରୀ। ସେ ସମୟ ଅତି ଭୟଙ୍କର ଥିଲା ଆମ ସମସ୍ତ ଯାତ୍ରୀମାନଭ୍କ ପାଇଁ ବୋଲି ଯାତ୍ରୀ ଜଣଙ୍କ କହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ