ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଦେଖାଇ 10 ଲକ୍ଷ ନେଇଗଲେ ଦୂର୍ବୃତ୍ତ 
by Argus News
Thu, Feb 08 | 11:01 a.m.

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଟେନିସ ଫାଡ଼ି ଅନ୍ତର୍ଗତ ରାଇକେଲା ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଦେଖାଇ 10 ଲକ୍ଷ ଟଙ୍କା ଲୁଟିନେଲେ ଦୂର୍ବୃତ୍ତ ।  ଲୁଟିବା ସମୟରେ ମୁଖା ପିନ୍ଧିଥିଲେ ଦୂର୍ବୃତ୍ତ । 5 ଜଣ ଦୂର୍ବୃତ୍ତ ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ପାଖରେ ଥିଲା ବନ୍ଧୁକ ଓ ଟାଙ୍ଗିଆ, ଭୁଜାଲି । 

ଦୂର୍ବୃତ୍ତମାନେ ଆସିଲେ ପାଖାପାଖି ୫ ମିନିଟ୍ ରେ ୯ ଲକ୍ଷ ୩୫ ହାଜର ୨୫୦ ଟଙ୍କା ନେଇ ଚାଲିଗଲେ । ଖଣିରେ  କାର୍ଯ୍ୟରତ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ଼ ନିକଟରୁ ଲୁଟିନେଲେ ଦୂର୍ବୃତ୍ତ । ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢନ୍ତୁ ଅପରାଧ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ