ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି
by Argus News
Sat, Dec 09 | 3:52 p.m.

ଅର୍ଗସ ବ୍ୟୁରୋ:  ପୁଣି ଟିଟିଲାଗଡରୁ ଜବତ ହୋଇଛି ୧୧ କୋଟି। ଟଙ୍କା ଗଣତି ନେଇ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଡିଜିଏମ୍‌ ମନମୋହନ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ବଲାଙ୍ଗିରରେ ଆୟକର ବିଭାଗ ଜବତ କରିଥିବା ଟଙ୍କାକୁ ଗଣତି କରୁଛନ୍ତି ଷ୍ଟେଟବ୍ୟାଙ୍କ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ଘଟଣା। ଏହାସହ ବଲାଙ୍ଗିରରେ ୫୦କୋଟି ଗଣତି ସରିଛି। ଜବତ ଟଙ୍କାରେ କିଛି ଡୁପ୍ଲିକେଟ୍‌ ନୋଟ୍‌ ଏବେ ଯାଏଁ ବାହାରିନାହିଁ। ରବିବାର ଦିନ ଟଙ୍କା ଗଣତି ଶେଷ ହେବ। ବଲାଙ୍ଗୀରରେ ହାଇଦ୍ରାବାଦରୁ ଆସିଛନ୍ତି ଆନାଲିସସ୍‌ ଟିମ୍‌। ଜବତ ଟଙ୍କାକୁ ନେଇ ବଲାଙ୍ଗିରରେ ଖୋଳତାଡ କରିବ ଟିମ। ଆନାଲିସସ ୪ରୁ ୫ ଜଣ ରହିଥିବା ସୂଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ