ନବଜାତକ ଚୋରି ଘଟଣାକୁ ପୂରିଲା ୧୮ ଘଣ୍ଟା, ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ କରାଯାଇନି ଗିରଫ
by Argus News
Wed, Nov 27 | 1:50 p.m.

ଅର୍ଗସ ବ୍ୟୁରୋ:  ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ। ଘଟଣାସ୍ଥଳରେ ପହଞ୍ଚିଲା ବୁର୍ଲା ପୋଲିସ। ବିଭିନ୍ନ ସିସିଟିଭି କ୍ୟାମେରା ଦେଖି ପୋଲିସ ଛାନଭିନ୍ ଚଳାଇଛି। ସେପଟେ ମା ସେହି ମହିଳାଙ୍କୁ ଚିହ୍ନିଥିବା କହିଛନ୍ତି। ବୁର୍ଲା ମେଡ଼ିକାଲରୁ ନବଜାତ ଶିଶୁପୁତ୍ର ଚୋରୀ ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍, ଓଡ଼ିଶା -  ଛତିଶଗଡ ସୀମା ସିଲ କରିଛି ପୋଲିସ। ଏହାସହ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ।

ଯାତ୍ରା
41m ago
ଯାତ୍ରା ସଂଳାପରେ ମହାପ୍ରଭୁଙ୍କୁ ଅପମାନ ! ତାତିଲେ ଦର୍ଶକ
ଅର୍ଗସ ବ୍ୟୁରୋ : ଯାତ୍ରା ସଂଳାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦକୁ ନେଇ ତାତିଲେ ଦର୍ଶକ । ହିନ୍ଦୁ ଧର୍ମକୁ ଅପମାନ କରାଯାଉଥିବା ଦୃଶ୍ୟ ପରିବେଷଶ କରାଯାଉଥିବା ଅଭିଯୋଗ କର
ପେନ୍‌ସନ୍
ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ଅର୍ଗସ ବ୍ୟୁରୋ : ପେନ୍ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏକ ମାସ ଧରି ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ସାରା ଦେଶରେ ପେନସନଭୋଗୀଙ୍କ ଦ୍ୱାରା ଏକ କୋଟି ଡିଜିଟାଲ ଜୀବ
VIGILANCE
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ
ବିକ୍ରି
୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା, ମା’
ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ । ବଡ଼ଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଥିବା ଅଭିଯୋଗ । ୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା
ARRESTED
ନବଜାତକ ଚୋରି ଘଟଣାକୁ ପୂରିଲା ୧୮ ଘଣ୍ଟା, ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ କରାଯାଇନି ଗିରଫ
ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କର