ଯାତ୍ରା ସଂଳାପରେ ମହାପ୍ରଭୁଙ୍କୁ ଅପମାନ ! ତାତିଲେ ଦର୍ଶକ
by Argus News
Wed, Nov 27 | 4:34 p.m.

ଅର୍ଗସ ବ୍ୟୁରୋ : ଯାତ୍ରା ସଂଳାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦକୁ ନେଇ ତାତିଲେ ଦର୍ଶକ । ହିନ୍ଦୁ ଧର୍ମକୁ ଅପମାନ କରାଯାଉଥିବା ଦୃଶ୍ୟ ପରିବେଷଶ କରାଯାଉଥିବା ଅଭିଯୋଗ କରି ଚେୟାର ଫୋପାଡିଲେ ଦର୍ଶକ । ଗତକାଲି ଭଦ୍ରକ ଅର୍ଣ୍ଣପାଳରେ ଯାତ୍ରା ସ୍ବର୍ଣ୍ଣମହଲ ପକ୍ଷରୁ ନାଟକ ପରିବେଶଣ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେପଟେ ଯାତ୍ରାରେ ମହାପ୍ରଭୁଙ୍କୁ ଅପମାନ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ସୁବାସ ବେହେରା । ଯାତ୍ରାରେ କୌଣସି ପ୍ରକାରେ ମହାପ୍ରଭୁଙ୍କୁ ଅସମ୍ମାନ କରାଯାଇନାହିଁ । ନାଟକଟି ଲଭ୍ ଜିହାଦ ଉପରେ ପରିବେଶିତ ହୋଇଥିଲା । 

EDUCATION
12m ago
ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ଅର୍ଥାତ୍‌ NEP । ଏନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କୁ ଅନେ
IAS
31m ago
ପୁଣି ଚର୍ଚ୍ଚାରେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ
ଅର୍ଗସ ବ୍ୟୁରୋ: ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ପାଣ୍ଡିଆନଙ୍କ ପତ୍ନୀ । ଏବେ ତାଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା । କାରଣ ନିଜ ପଦର ଦୁରୁପଯୋଗ ଅଭିଯୋଗ ହେବ
VILLAGE
57m ago
ରାଜସ୍ବ ଗାଁ ମାନ୍ୟତା ପାଇବାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ପେରୁଆମାଲ ଗାଁ । ଦୀର୍ଘ ବର୍ଷରୁ ଏହି ଅଞ୍ଚଳରେ ଗାଁ ସ୍ଥାପନ ହୋଇଥିବା ବେଳେ , ଏବେ ବି ଗାଁକୁ ମିଳି ପାରିନ
ROADS
ପାହାଡ଼ିଆ ରାସ୍ତାରେ ବିପଦପୂର୍ଣ୍ଣ ଯାତ୍ରା
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ପୁଟାସିଂ ପଞ୍ଚାୟତର ନିୟୁ ଲାଡେ ଗାଁ । ଗାଁରେ 12 ପରିବାର ବସବାସ କରନ୍ତି । ସ୍ବାଧୀନତାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବ
DARKNESS
ଦୁର୍ଗମରେ ବାଟ ହୁଡ଼ିଛି ବିକାଶ
ଅର୍ଗସ ବ୍ୟୁରୋ: ଅପହଞ୍ଚ ବିକାଶ । ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏ ହେଉଛି ନାରାୟଣପାଟଣା ବ୍ଲକର ଶୁଡେଶ