ଚାଷୀଙ୍କୁ ମିଳିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି,ଉପକୃତ ହେବେ ୯ କୋଟି ୫୦ ଲକ୍ଷ ଚାଷୀ
by Argus News
Tue, Oct 01 | 7:48 a.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି।ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରୁ ଦେଶର ୯ କୋଟି ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଚାଷୀଙ୍କୁ ମିଳିବ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଉପକୃତ ହେବେ ଚାଷୀ। ଚାଷୀ ଓ ଚାଷର ବିକାଶ ଦିଗରେ ଗୁରୁତ୍ବ ଦେଉଛନ୍ତି ପ୍ରଧାନମନ୍ତ୍ରୀ

ଲକ୍ଷ୍ମୀ ବସ
7m ago
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
35m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
56m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର