ବ୍ଲାଷ୍ଟରେ ୨ ଜଣ STF ଯବାନ ସହିଦ, ୪ ଯବାନ ଗୁରୁତର
by Argus News
Thu, Jul 18 | 8:05 a.m.

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ବିଜାପୁର ରେ IED ବ୍ଲାଷ୍ଟ । ବ୍ଲାଷ୍ଟ ରେ 2ଜଣ STF ଯବାନ ସହିଦ ହେବା ସହ 4 ଯବାନ ଗୁରୁତର ଆହତ ହୋଇଛନ୍ତି । କୁମ୍ବିଙ୍ଗ ଅପରେସନ ସାରି ଫେରୁଥିବା ସମୟରେ ପାଇପ ବମ ବ୍ଲାଷ୍ଟ କରିଛନ୍ତି ଲାଲ ବହିନୀ । ଆହତ ଯବାନ ଙ୍କୁ ଏଆର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି । Stf ର ପ୍ରଧାନ ଆରକ୍ଷକ ଭାରତ ଲାଲ ସାହୁ ଓ ଆରକ୍ଷକ ସତେର ସିଂହ ସହିଦ ହୋଇଥିବା ଜଣାପଡିଛି । CRPF, COBRA, CAF, DRG ଓ STF ଙ୍କ ମିଳିତ ଅପରେସନ ରେ ସମୟରେ ତରେମ ଥାନା ଅନ୍ତର୍ଗତ ମାଣ୍ଡିମରକା ଜଙ୍ଗଲରେ ପାଇପ ବମ ବ୍ଲାଷ୍ଟ କଲେ ମାଓବାଦୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ମାଓ ପ୍ରବଣ ଅଞ୍ଚଳରେ
13m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ