୧୭ଟି ମାଛର ଓଜନ ୩ କ୍ୱିଣ୍ଟାଲ ହେବା ଅନୁମାନ
by Argus News
Mon, Dec 11 | 11:13 a.m.

ଅର୍ଗସ ବ୍ୟୁରୋ:  17 ମାଛକୁ 25 ଲକ୍ଷ ଟଙ୍କାରେ ନିଲାମ । ଏହି ମାଛ ତେଲିଆ ପ୍ରଜାତିର ହୋଇଥିବା ବେଳେ ମୋଟ 17ଟି ମାଛର ଓଜନ 3 କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି । ପ୍ରତି କେଜିର ମୂଲ୍ୟ 8 ହଜାର 50 ଟଙ୍କା ରେ ହୋଇଥିବା ବେଳେ ପାର୍ବତୀ ନାମ ଟ୍ରଲରରୁ ଏହା ଧରାଯାଇଥିବା କୁହାଯାଉଛି । ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ଜେଟୀରେ ଏହି ନିଲାମ ପ୍ରକ୍ରିୟା ଆଜି ସକାଳୁ ହୋଇଥିବା ବେଳେ ଏତେ ମାତ୍ରାରେ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ରାଜ୍ୟରେ ଲାଗୁ ହେବ
5m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର