ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ
by Argus News
Fri, Oct 04 | 7:42 p.m.

ଅର୍ଗସ ବ୍ୟୁରୋ: ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ ।  ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର । 30 ମାଓବାଦୀ ସଫା । ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ବଡ଼ ଏନ୍‌କାଉଣ୍ଟର । ନାରାୟଣପୁର ଜିଲ୍ଲା ଅବୁଝ୍‌ମାଡ଼ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ । ମାଓବାଦୀ କରିଥିଲେ ପାଲଟା ଆକ୍ରମଣ, ସୁରକ୍ଷାକର୍ମୀ ସୁରକ୍ଷିତ । ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି  । 

 

ଆହୁରି ପଢନ୍ତୁ ଭାରତ ଖବର...


 

ଯୁବକ ଗିରଫ
12m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ
CRIME BRANCH
25m ago
ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍
FIRE CRACKER
57m ago
କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, ଆଡଭୋକେଟ କମିଟିର ପ୍ରସ୍ତାବ
ଅର୍ଗସ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ର