ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
by Argus News
Sat, Oct 05 | 1:45 p.m.

ବଲାଙ୍ଗୀର:  ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ । 

ପୁଲିସ ଦେଇଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନାରେ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ ରେ ଜଣେ ପରିଚୟ ଥିବା ଯୁବକ ବଲାଙ୍ଗୀର ସଦର ଥାନା ଅଞ୍ଚଳର ଗରଜଲ ଗାଁର ଶମ୍ଭୁ ପ୍ରଧାନ ତାଙ୍କ ମୋବାଇଲର ମେମୋରୀ କାର୍ଡଟିକୁ ଚୋରି କରି ନେଇଯାଇଥିଲେ । ତେବେ କିଛି ବର୍ଷ ହେଲା ଏହି ଚୋରୀ କରିଥିଲା ଶମ୍ଭୁ । ପରେ କିଛି ଦିନ ପରେ ଏକ ଫେକ ଫେସବୁକ ଆକାଉଣ୍ଟ ରେ ଯୁବତୀଙ୍କ ଫୋଟୋ ପୋଷ୍ଟ କରିବା ସହ ଭାଇରାଲ୍ କରିଥିବା ଅଭିଯୋଗ ରେ ଦର୍ଶାଇଥିଲେ ।

ତେବେ ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କିର ଶିଘ୍ର ଯୁବକକୁ ଖୋଜିବାରେ ଲାଗିଥିଲ।। ତେବେ ଆଜି ହିଁ ଯୂବକ ଶମ୍ଭୁ କୁ ଗିରଫ କରିବାରେ କଂଟାବାଞ୍ଜି ପୁଲିସ ସଫଳ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

NIA RAID
17m ago
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
30m ago
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ
ଫ୍ରୀଜ୍‌ ପାଣି
51m ago
ଫ୍ରୀଜ୍‌ ପାଣି ଶରୀର ପାଇଁ ସାଙ୍ଘାତିକ୍‌
ନୂଆଦିଲ୍ଲୀ: ପ୍ରବଳ ଗରମରେ ଟିକେ ଇଛା ହେଉଥିବ ଫ୍ରୀଜ୍‌ ଖୋଲି ଥଣ୍ଡା ପାଣି ପିଇବା ପାଇଁ। ଏପରି ଇଛା ପ୍ରାୟତଃ ସମସ୍ତଙ୍କର ହେଉଥିବ। କିନ୍ତୁ ଏପରି ଇଛ