କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, ଆଡଭୋକେଟ କମିଟିର ପ୍ରସ୍ତାବ
by Argus News
Sat, Oct 05 | 1:00 p.m.

ଅର୍ଗସ ବ୍ୟୁରୋ:  କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କର। 10 ତାରିଖ ଭିତରେ ବ୍ୟବସ୍ଥା କରିବାକୁ ସିଏମସି, ଜିଲ୍ଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସର୍ବଧର୍ମ ସାଧାରଣ ପରିଷଦ ପକ୍ଷରୁ ଆଗତ ଇଣ୍ଟରଭେନିଂ ପିଟିସନର ଶୁଣାଣି କରି ନିର୍ଦ୍ଦେଶ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

NIA RAID
19m ago
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
31m ago
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ
ଫ୍ରୀଜ୍‌ ପାଣି
52m ago
ଫ୍ରୀଜ୍‌ ପାଣି ଶରୀର ପାଇଁ ସାଙ୍ଘାତିକ୍‌
ନୂଆଦିଲ୍ଲୀ: ପ୍ରବଳ ଗରମରେ ଟିକେ ଇଛା ହେଉଥିବ ଫ୍ରୀଜ୍‌ ଖୋଲି ଥଣ୍ଡା ପାଣି ପିଇବା ପାଇଁ। ଏପରି ଇଛା ପ୍ରାୟତଃ ସମସ୍ତଙ୍କର ହେଉଥିବ। କିନ୍ତୁ ଏପରି ଇଛ