ଡୁମାଲି ପାହାଡ଼ରେ ଦେଖାଗଲା ୫ କଲରାପତରିଆ ବାଘଛୁଆ
by Argus News
Wed, Sep 18 | 8:24 p.m.

ଅର୍ଗସ ବ୍ୟୁରୋ: ଓଡିଶା ଛତିଶଗଡ଼ ସୀମାନ୍ତ ଜିଲ୍ଲା କାଙ୍କେର ଜିଲ୍ଲା ସଦର ମହକୁମା ଠାରୁ 5 କି ମି ଦୂର ଡୁମାଲି ପାହାଡରେ ୫ଟି କଲରାପତରିଆ ବାଘ ଛୁଆ ବସିଥିବାର ଦେଖାଯାଇଥିଲା। ସେହି ବାଟ ଦେଇ ଯାଉଥିବା ଲୋକମାନଙ୍କ ମଧ୍ୟରୁ କେହି ଏହାର ଚିତ୍ର  ଉତ୍ତୋଳନ କରିଥିଲେ।

ଡୁମାଲି ପାହାଡରେ ପୁଣି କଲରାପତରିଆ ବାଘ ଦେଖିବା କାରଣରୁ  ଆତଙ୍କ ଖେଳିଯାଇଛି। ପୂର୍ବ ଦିନରେ କାଙ୍କେର ସିହାବା ଅଞ୍ଚଳରେ ଦୁଇ ଦୁଇ ଥର ବାଘ ଆକ୍ରମଣରେ ଶିଶୁ ମୃତ୍ୟୁ ଘଟିଛି।  ବର୍ତ୍ତମାନ ବାଘର ଗତିବିଧି ଉପରେ ନଜର ରଖିବା ଓଡ଼ିଶା ଓ ଛତିଶଗଡ଼ ବନବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ