ଗୋଟିଏ ପରିବାରର ୫ ଝୁଲନ୍ତା ମୃତଦେହ ଉଦ୍ଧାର
by Argus News
Tue, Jul 02 | 2:00 p.m.

ଅର୍ଗସ ବ୍ୟୁରୋ: ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାଟି ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲା ରାଉଡି ଗାଁରୁ ସାମ୍ନାକୁ ଆସିଛି । 

ଦମ୍ପତ୍ତିଙ୍କ ସହ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଚାଲିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଆଉ ଟିମ୍ ଇଣ୍ଡିଆର
17m ago
ଆଉ ଟିମ୍ ଇଣ୍ଡିଆର କୋଚ ଭାବେ ନଜର ଆସିବେନି `ଦି ୱାଲ'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ନୋଟ
18m ago
ନୋଟ କେଉଁ କାଗଜରୁ ତିଆରି ?
ଅର୍ଗସ ବ୍ୟୁରୋ : ଆପଣ ଯେଉଁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି ତାହା କେଉଁ ପ୍ରକାରର କାଗଜରୁ ବନିଛି କେବେ ଭାବିଛନ୍ତି ? ୨୦୧୬ ମସିହା ନଭେମ୍ବର ୮ ତାରି
ଟ୍ରେନ
25m ago
C/FA ଏବଂ W/L ମାନେ କ'ଣ?
ଅର୍ଗସ ବ୍ୟୁରୋ: ଆପଣ ସମସ୍ତେ ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଟ୍ରେନକୁ ନେଇ ଏମିତି ଅନେକ ଫ୍ୟାକ୍ଟ ଥାଏ ଯାହା ବହୁତ ଲୋକ ଜାଣିଥାନ୍ତି କାରଣ ବହୁତ କମ ଲୋକ ସେ ସବୁ ଫ୍ୟାକ୍ଟ ଉପରେ ଧ୍ୟା