ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର
by Argus News
Wed, Jul 03 | 4:47 p.m.

କଳାହାଣ୍ଡି : ବିଷାକ୍ତ ଛତୁ ହୋଇଛି କାଳ । ଚାଷ କ୍ଷେତରୁ ଅଣାଯାଇଥିବା ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗାଁ ରେ ଘଟିଛି ଏହି ଅଘଟଣ । ପୀଡିତଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି l ଅସୁସ୍ଥଙ୍କ ମଧ୍ୟରେ ଦୁଇ ମହିଳା ଥିବା ବେଳେ ତିନିଜଣ ପୁରୁଷ ଅଛନ୍ତି  l

ଅଧିକ ପଢନ୍ତୁ : ବିଷାକ୍ତ ଛତୁ ଖାଇ ୩ ଗୁରୁତର

ସୂଚନା ଅନୁଯାୟୀ ଏହି ଗାଁର  ବିଦ୍ୟାଧର ଭର ସଗଡିଆ ନିଜ ବିଲରୁ ଛତୁ ଆଣିଥିଲେ । ଏହା ରୋଷେଇ କରି ଖାଇବା ପରେ ପରିବାରର ସଦସ୍ୟ ଝାଡ଼ା ବାନ୍ତିର ଆକ୍ରାନ୍ତ ହୋଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି ।

ଇସ୍ରାଏଲ ଆଟାକ୍
5m ago
ହିଜବୁଲ୍ଲା ବିନାଶ ମୋଡରେ ଇସ୍ରାଏଲ,ହିଜବୁଲ୍ଲା କମାଣ୍ଡର ନସରୁଲ୍ଲା ପରେ ସୈଫଉଦ୍ଦିନ୍ ନିପାତ!
ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜ
ଇସ୍ରାଏଲ୍ ଆକ୍ରମଣ
5m ago
ଦିନ ଗଡୁଛି , ବଢୁଛି ଯୁଦ୍ଧ
ଅର୍ଗସ ବ୍ୟୁରୋ: ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍‌ର ସୁପ୍ରିମ ଲିଡର
ଯୁବକ ଗିରଫ
56m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ