ରାଜ୍ୟ କ୍ୟାବିନେଟ୍‌ରେ 6 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ
by Argus News
Wed, Oct 23 | 3:55 p.m.

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ 6 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଛି । ଏଯାବତ ମୋଟ୍‌ ୧ କୋଟି ୨ ଲକ୍ଷ ଆବେଦନ ଆସିଛି । ଏହାରି ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି । ଏବଂ  ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଛି । ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନେଇ ନିଷ୍ପତ୍ତି ହୋଇଛି । 

ସୁଭଦ୍ରା ଯୋଜନା ଶେଷ ହିତାଧିକାରୀ ପର୍ଯ୍ୟନ୍ତ ପହଁଚିବ । ଯୋଗ୍ୟ ହିତାଧିକାରୀଙ୍କୁ ଦେଖି ଯୋଜନା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ରାଜ୍ୟ କ୍ୟାବିନେଟରେ ୬ ଟି ପ୍ରସ୍ତାଵ ଉପରେ ବାଜିଲା ମୋହର

1)GST act ରେ ସଂଶୋଧନ । ବିଧାନସଭା ଚାଲୁ ନଥିବାରୁ ଅଧ୍ୟାଦେଶ ଆକାରରେ ଅଣାଯାଇଛି 
2) 3100 msp ପ୍ରସ୍ତାବକୁ ମୋହର ।  କଟନୀ ଛଟନୀ ହେବନି । 17 ଲକ୍ଷ ଚାଷୀ ପଞ୍ଜୀକୃତ 
3) air connectivity ବଢାଇବା ପାଇଁ ନିଷ୍ପତ୍ତି ।  ସବ୍ ସିଡି ପଲିସିକୁ ମୋହର
4) ସୁଭଦ୍ରା rejected list ର ପୁନଃବିଚାର
5) Opsc ଚେୟାରମ୍ୟାନ appointment
6) ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି 2024_25 କୁ କ୍ୟାବିନେଟ ମୋହର । ଚଳିତ ବର୍ଷ 80 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସରକାର । ନଭେମ୍ବର 2024 ରୁ ମାର୍ଚ୍ଚ 2025 ଯାଏଁ ଖରିଫ୍ ଧାନ ସଂଗ୍ରହ କରାଯିବ । କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସେମାନଙ୍କ ବଳକା ଧାନ କିଣାଯିବ ।
 

CYCLONE UPDATE
24m ago
ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ
ଅର୍ଗସ ବ୍ୟୁରୋ: ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚ
‘ଦାନା’ ପାଇଁ
50m ago
‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବ
ବିବାହର ୯ ବର୍ଷ
55m ago
ବିବାହର ୯ ବର୍ଷ ପରେ ମାଆ ହେଲେ ଦ୍ରଷ୍ଟି ଧାମୀ
ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଦ୍ରଷ୍ଟି ଧାମୀ। ବର୍ତ୍ତମାନ ସେ ମାଆ ହୋଇଛନ୍ତି। ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୨ ଅକ୍ଟୋବର ୨୦୨୪ରେ ସେମାନଙ୍କ ଘର