କାରରୁ ଯାଞ୍ଚ ବେଳେ ୬ ଲକ୍ଷ ଟଙ୍କା ଜବତ
by Argus News
Fri, May 24 | 9:03 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ଗାଡ଼ି ଯାଞ୍ଚ ବେଳେ ୬ ଲକ୍ଷ ଟଙ୍କା ଜବତ କରିଛି।  ୫୭ ନମ୍ବର ରାଜ୍ୟ  ରାଜ୍ୟପଥ ନହରା ପୁଲ ନିକଟରେ ଅଲଟୋ କାରରୁ ଟଙ୍କା ଜବତ କରିଛି ଇଲେକ୍ସନ ଫ୍ଳାଇଙ୍ଗ ସ୍କ୍ୱାର୍ଡ ଟିମ୍।  ଭୋଗରାଇରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା କାର। 

କାର ଭିତରୁ 200ଟଙ୍କିଆ ୫ବଣ୍ଡଲ ,୧୦୦ଟଙ୍କିଆ ଏବଂ  ୫୦୦ଟଙ୍କିଆ ବଣ୍ଡଲ ବାହାରିଥିବା ଜଣାପଡିଛି କମର୍ଦ୍ଦା ଥାନାରେ ଟଙ୍କାକୁ ଜବତ କରି ତଦନ୍ତ କରୁଛି ପୋଲିସ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ