ରେଳ ବିଭାଗ ପାଇଁ 62 ହଜାର 200 କୋଟି ଟଙ୍କା ମିଳିଛି
by Argus News
Wed, Jul 24 | 4:28 p.m.

ନୂଆଦିଲ୍ଲୀ:  ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ  ପ୍ରେସ ମିଟ୍‌।  ପ୍ରେସ ମିଟ୍‌ରେ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି ଚଳିତ ବର୍ଷ 2ଲକ୍ଷ 62 ହଜାର 200 କୋଟି ଟଙ୍କା ରେଳ ବିଭାଗ ପାଇଁ ପ୍ରଦାନ କରାଯାଇଛି । ସେଥିରୁ 10ହଜାର 586 କୋଟି ଟଙ୍କା ଓଡିଶା ପାଇଁ ପ୍ରଦାନ କରାଯାଇଛି। UPA ସରକାର ସମୟରେ 838 କୋଟି ଟଙ୍କା ଓଡିଶାକୁ ଦିଆଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ 20ଗୁଣ ଅଧିକ ଅର୍ଥ ଓଡିଶାକୁ ଦିଆଯାଇଛି । ଓଡିଶାରେ ବର୍ତମାନ 40ଟି ପ୍ରୋଜେକ୍ଟ କାମ ଚାଲିଛି।

ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ମୋଦୀ ସରକାରଙ୍କ ଏହି ଟର୍ମରେ ଭାରତୀୟ ରେଳର ଅଧିକ ଉନ୍ନତି କରଣ କାର୍ଯ୍ୟ ହେବ। ସମସ୍ତ ରେଳ ଲାଇନ ଇଲେକ୍ଟ୍ରି ଫିକ୍ସନ ହୋଇଛି ।ଅନୁଗୁଳ, ବାରିପଦା,  ଭୁବନେଶ୍ୱର, ନୂଆ ଭୁବନେଶ୍ୱର,  କଟକ, ଦମନଯୋଡି, ଜଳେଶ୍ୱର, ଝାରସୁଗୁଡା, କେସିଙ୍ଗା, କୋରାପୁଟ, ଲିଙ୍ଗରାଜ  ଜଙ୍କସନ, ପୁରୀ, ରଘୁନାଥପୁର, ରାଉରକେଲା ,ସମ୍ବଲପୁର , ସୋର , ତାଳଚେର ଏହି ସମସ୍ତ ଷ୍ଟେସନ ଅମୃତ ଭାରତ ଯୋଜନରେ  ଉନ୍ନତିକରଣ ହେବ। ଲଗାତାର ଭାବେ ରାଜ୍ୟ ସରକାରଙ୍କ ସହ କଥା ହେଉଛି । ଖୁବଶୀଘ୍ର ରେଳ ବିଭାଗର ସମସ୍ତ ପ୍ରକାର ଉନ୍ନତି କରଣ କାର୍ଯ୍ୟହେବ ବୋଲି ପ୍ରେସ ମିଟ୍‌ ରେ ସୂଚନା ଦେଇଛନ୍ତି ଅଶ୍ୱନୀ ବୈଷ୍ଣବ। 
ଅଧିକ ପଢନ୍ତୁ ଭାରତ ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା