୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ  
by Argus News
Sun, Jul 14 | 8:03 a.m.

 ବଲାଙ୍ଗିର:  ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ  ଗିରଫ କରିଛି।  ତୁଷୁରା ପୁଲିସ ଜଣକୁ ଗିରଫ କରିଥିବା ସୂଚନା। ଅଭିଯୁକ୍ତଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଅଞ୍ଚଳର ମହେନ୍ଦ୍ର ସାହୁ। ତୁଷୁରା ପୁଲିସ ଗୁଡଭେଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜାମୁଟ ପଟୁ ଏକ ବାଇକ ଦୃତ ଗତିରେ ଆସୁଥିଲା।

ପୁଲିସ 2 ବାଇକକୁ ଯୁଗିମରା ଛକଠାରେ ଅଟକାଇ ଯାଞ୍ଚ କରିବାରୁ ବାଇକରେ ଥିବା ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖ‌ିବା ମିଳିଥିଳା। ପରେ ଗୁଡଭେଲା ବିଡ଼ିଓ ସୌମ୍ୟକାନ୍ତ  ବନଗୁଲାଙ୍କ ଉପସ୍ଥିତିରେ  ୭ କେଜି ଗଞ୍ଜେଇ ଜବତ କରା ଯାଇ ଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ବେଆଇନ ଗଞ୍ଜେଇ ଚାଲାଣ ଅଭିଯାଗରେ ମହେନ୍ଦ୍ରକୁ ଗିରଫକରି କୋର୍ଟ ଚାଲାଣ କରିଥିବା ତୁଷୁରା ଥାନା ଅଧିକାରୀ ଶଶିଭୂଷଣ ମିଶ୍ର ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଉଚ୍ଚ ଜୁଆର
7m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
10m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ