ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲ ଛାଡିଲେ ୭ ଜଣ ଛାତ୍ରୀ  
by Argus News
Wed, Feb 21 | 8:21 p.m.

 ରାୟଗଡା:  ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲ ଛାଡିଲେ ୭ ଜଣ ଛାତ୍ରୀ l ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ କୁଟାମା ଆବାସିକ ଛାତ୍ରୀନିବାସ ଠାରେ l ଦିର୍ଘଦିନକୁ ଛାତ୍ରୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଘଟଣାକୁ ନେଇ ଆଜି ଚନ୍ଦ୍ରପୁର ବ୍ଲକ କୁଟାମା ଛାତ୍ରୀ ନିବାସର 7 ଜଣ ଛାତ୍ରୀ କୁଆଡେ ଚାଲିଯାଇଥିବା ଜଣାପଡିଛି l

ଛାତ୍ରୀମାନେ ଚାଲିଯାଇଥିବା ଖବର ଶୁଣି ଅବିଭାବକ ସହ ସ୍ଥାନୀୟ ବାସିନ୍ଦା ହଷ୍ଟେଲକୁ ଆଶି ହଷ୍ଟେଲ କର୍ତ୍ତୁପକ୍ଷଙ୍କ ସହ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

HOROSCOPE
29m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
34m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
55m ago
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ